ಸದಸ್ಯನಾಗು
ಪುಟ ವಿಳಾಸವನ್ನು ಕ್ಲಿಪ್ ಬೋರ್ಡ್ ಗೆ ನಕಲಿಸಿ.
ಅರ್ಥ : ଯେଉଁ ପଶୁ ବା ପକ୍ଷୀ ନିଜ ଗୋଠରୁ ଅଲଗା ହୋଇ ଯାଇଛି ବା ଏକୁଟିଆ ପଡିଯାଇଛି
ಉದಾಹರಣೆ : ସିଂହ ଏକଲାକୁ ଝାମ୍ପି ନେଲା
ಸಮಾನಾರ್ಥಕ : ଇକ୍କା, ଏକଲା
ಇತರ ಭಾಷೆಗಳಿಗೆ ಅನುವಾದ :हिन्दी
ऐसा पशु या पक्षी जो अपने झुंड से छूटकर अलग हो गया या अकेला पड़ गया हो।
ಅರ್ಥ : ଯେଉଁ ଯୋଦ୍ଧା ଯୁଦ୍ଧରେ ଏକୁଟିଆ ଲଢେ ବା ବଡବଡ କାମ କରି ପାରେ
ಉದಾಹರಣೆ : ଏକ୍କା ଶତ୍ରୁ-ଶିବିରରେ ଚହଳ ପକାଇ ଦେଇଥିଲା
ಸಮಾನಾರ್ಥಕ : ଇକ୍କା
वह योद्धा जो युद्ध में अकेला लड़ता हो या बड़े-बड़े काम कर सकता हो।
ಅರ್ಥ : ଏକ ପ୍ରକାରର ଦୁଇ ଚକିଆ ଗାଡ଼ି ଯେଉଁଥିରେ ଗୋଟିଏ ଘୋଡ଼ା ଯୋଡ଼ା ଯାଇଥାଏ
ಉದಾಹರಣೆ : ଆମେମାନେ ଏକ୍କା ଚଢ଼ି ଗାଁ ଆଡ଼କୁ ଚାଲିଲୁ
ಇತರ ಭಾಷೆಗಳಿಗೆ ಅನುವಾದ :हिन्दी English
एक प्रकार की दो पहियों की गाड़ी जिसमें एक घोड़ा जोता जाता है।
A small lightweight carriage. Drawn by a single horse.
ಅರ್ಥ : ତାସ୍ର ଗୋଟିଏ ପତ୍ତା
ಉದಾಹರಣೆ : ତାସ ଖେଳର ପ୍ରତ୍ୟେକ ରଙ୍ଗରେ ଗୋଟିଏ ଲେଖାଁଏ ଟୀକ୍କା ଅଛି
ಸಮಾನಾರ್ಥಕ : ଟୀକ୍କା, ରାଜା
ताश का एक पत्ता।
One of four playing cards in a deck having a single pip on its face.
ಸ್ಥಾಪನೆ