ಸದಸ್ಯನಾಗು
ಪುಟ ವಿಳಾಸವನ್ನು ಕ್ಲಿಪ್ ಬೋರ್ಡ್ ಗೆ ನಕಲಿಸಿ.
ಅರ್ಥ : ମିଳିତ ଭାବେ ଖେଳାଯାଉଥିବା ପିଲାମାନଙ୍କର ଏକ ଖେଳ
ಉದಾಹರಣೆ : ଏକଗୋଡ଼ିଆ ଖେଳରେ ଜଣେ ପିଲା ଗୋଟିଏ ଗୋଡ଼ରେ ଡେଇଁଡେଇଁ ଅନ୍ୟ ପିଲାଙ୍କୁ ଛୁଇଁବାପାଇଁ ଚେଷ୍ଟାକରେ
ಸಮಾನಾರ್ಥಕ : ଏକଗୋଡ଼ିଆ ଖେଳ
ಇತರ ಭಾಷೆಗಳಿಗೆ ಅನುವಾದ :हिन्दी
समूह में खेला जाने वाला बच्चों का एक खेल।
ಅರ್ಥ : ଗୋଟିଏ ଗୋଡ଼ ଥିବା ଲୋକ
ಉದಾಹರಣೆ : ଏକଟାଙ୍କିଆ ଭିକାରି ଆଶାବାଡ଼ି ସାହାଯ୍ୟରେ ଚାଲୁଛି
ಸಮಾನಾರ್ಥಕ : ଏକଟାଙ୍କିଆ
एक टाँग वाला।
ಅರ್ಥ : ଗୋଟିଏ ଖୁଣ୍ଟ ସାହାଯ୍ୟରେ ଠିଆ ହୋଇଥିବା
ಉದಾಹರಣೆ : ଜଣେ ସୈନିକ ଏକଖୁଣ୍ଟିଆ ତମ୍ବୁରେ ବସିଥିଲା
ಸಮಾನಾರ್ಥಕ : ଏକଖୁଣ୍ଟିଆ
एक ही चोबे के सहारे खड़ा होने वाला।
ಸ್ಥಾಪನೆ