ಪುಟದ ವಿಳಾಸವನ್ನು ನಕಲಿಸಿ ಟ್ವಿಟರ್ ನಲ್ಲಿ ಹಂಚಿಕೊಳ್ಳಿ ವಾಟ್ಸಪ್ ನಲ್ಲಿ ಹಂಚಿಕೊಳ್ಳಿ ಫೇಸ್ಬುಕ್ ನಲ್ಲಿ ಹಂಚಿಕೊಳ್ಳಿ
ಗೂಗಲ್ ಪ್ಲೇನಲ್ಲಿ ಪಡೆಯಿರಿ
ಸಮಾನಾರ್ಥಕ ಮತ್ತು ವಿರೋಧಾಭಾಸಗಳೊಂದಿಗೆ ଓଡ଼ିଆ ನಿಘಂಟಿನಿಂದ ଉପସଂହାର ಪದದ ಅರ್ಥ ಮತ್ತು ಉದಾಹರಣೆಗಳು.

ଉପସଂହାର   ବିଶେଷ୍ୟ

ಅರ್ಥ : ସମାପ୍ତ ହେବା କ୍ରିୟା ବା ଭାବ

ಉದಾಹರಣೆ : ମହାତ୍ମାଗାନ୍ଧୀଙ୍କ ମୃତ୍ୟୁ ସହିତ ହିଁ ଗୋଟିଏ ଯୁଗର ଅବସାନ ଘଟିଲା

ಸಮಾನಾರ್ಥಕ : ଅନ୍ତ, ଅବସାନ, ଇତି, ଇତିଶ୍ରୀ, ପରିଶେଷ, ସମାପ୍ତି


ಇತರ ಭಾಷೆಗಳಿಗೆ ಅನುವಾದ :

The act of ending something.

The termination of the agreement.
conclusion, ending, termination

ಅರ್ಥ : କୌଣସି ବସ୍ତୁଆଦିର ସମାପ୍ତ ହେବା ଅବସ୍ଥା ବା ଭାବ

ಉದಾಹರಣೆ : କଳିଯୁଗର ଅନ୍ତ ନିଶ୍ଚିତ

ಸಮಾನಾರ್ಥಕ : ଅନ୍ତ, ଅବସାନ, ଇତି, ଶେଷ, ସମାପ୍ତି

ಅರ್ಥ : କୌଣସି ବହିର ଶେଷରେ ଥିବା ଅଂଶ ଯେଉଁଥିରେ ତାର ଉଦ୍ଦେଶ୍ୟ ବିଷୟରେ ସଂକ୍ଷେପରେ କୁହାଯାଇଥାଏ

ಉದಾಹರಣೆ : ମୁଁ ଉପସଂହାର ପଢ଼ି ହିଁ ବୁଝିଯାଏ ଯେ ଉପନ୍ୟାସଟି କିପରି ହୋଇଥିବ


ಇತರ ಭಾಷೆಗಳಿಗೆ ಅನುವಾದ :

किसी पुस्तक का अंतिम प्रकरण जिसमें उसका उद्देश्य संक्षेप में बतलाया गया हो।

मैं उपसंहार पढ़कर ही समझ जाती हूँ कि उपन्यास कैसा है।
उपसंहार

A short passage added at the end of a literary work.

The epilogue told what eventually happened to the main characters.
epilog, epilogue

ಅರ್ಥ : କୌଣସି ଘଟଣା ଆଦିର ନିଷ୍ପାଦନୀୟ ବା ଅନ୍ତିମ ଭାଗ

ಉದಾಹರಣೆ : ଏହି ପୁସ୍ତକର ଶେଷଭାଗ ପଢ଼ିବାପରେ ହିଁ ଆପଣ କୌଣସି ନିଷ୍କର୍ଷରେ ପହଞ୍ଚିବେ

ಸಮಾನಾರ್ಥಕ : ଅନ୍ତ, ଅନ୍ତିମ ଭାଗ, ଇତି, ଶେଷଭାଗ


ಇತರ ಭಾಷೆಗಳಿಗೆ ಅನುವಾದ :

किसी घटना आदि का निष्पादनीय या अंतिम भाग।

इस पुस्तक का अंत पढ़ने के बाद ही आप किसी निष्कर्ष पर पहुँचेंगे।
अंत, अन्त, उपसंहार