ಅರ್ಥ : କୌଣସି କାମ ଓ ରୋଗଆଦିର ସମାପ୍ତି ପରେ ହେଉଥିବା ସୁଖଦ ଅନୁଭବ
ಉದಾಹರಣೆ :
ଔଷଧ ଖାଇଲାପରେ ହିଁ ମୋର ମୁଣ୍ଡ ବ୍ୟଥାରୁ ଉପଶମ ମିଳିଲା
ಸಮಾನಾರ್ಥಕ : ଆରାମ
ಇತರ ಭಾಷೆಗಳಿಗೆ ಅನುವಾದ :
The feeling that comes when something burdensome is removed or reduced.
As he heard the news he was suddenly flooded with relief.ಅರ್ಥ : କୌଣସି ହାନିକାରକ କାର୍ଯ୍ୟ, ଅବସ୍ଥା ଆଦିକୁ ରୋକିବା ପ୍ରକ୍ରିୟା
ಉದಾಹರಣೆ :
ସରକାର କ୍ୟାନସରର ନିବାରଣ ପାଇଁ ପ୍ରୟାସରତ ଅଛନ୍ତିନିୟମିତ ଯୋଗାସନ କଲେ ରୋଗରୁ ଉପଶମ ମିଳେ
ಸಮಾನಾರ್ಥಕ : ନିବାରଣ
ಇತರ ಭಾಷೆಗಳಿಗೆ ಅನುವಾದ :
The act of preventing.
There was no bar against leaving.