ಅರ್ಥ : ଯେଉଁ ଗୁଣ ବା ତତ୍ୱଦ୍ୱାରା କୌଣସି ବସ୍ତୁର ମହତ୍ତ୍ୱ ବା ମାନ ନିର୍ଦ୍ଧାରଣ କରାଯାଏ
ಉದಾಹರಣೆ :
ସମୟର ଉପଯୋଗିତାକୁ ନ ବୁଝିପାରିବା ଲୋକ ପଶ୍ଚାତ୍ତାପ କରନ୍ତି
ಸಮಾನಾರ್ಥಕ : ପ୍ରୟୋଜନୀୟତା
ಇತರ ಭಾಷೆಗಳಿಗೆ ಅನುವಾದ :
वह गुण या तत्व जिसके कारण किसी वस्तु का महत्व या मान होता है।
समय की उपयोगिता को न समझनेवाले पछताते हैं।ಅರ್ಥ : କାମରେ ଆସିବାର ଯୋଗ୍ୟତା
ಉದಾಹರಣೆ :
ବସ୍ତୁର ଉପଯୋଗିତା ଅନୁରୂପରେ ହିଁ ଆମକୁ ତାହାର ଚୟନ କରିବାକୁ ପଡ଼େ
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ଉପଯୋଗରେ ଆସିବାର ଅବସ୍ତା ବା ଭାବ
ಉದಾಹರಣೆ :
ଲୋକଙ୍କର ଉପଯୋଗିତାକୁ ଧ୍ୟାନରେ ରଖି ସୁଲଭ ଶୌଚାଳୟ ନିର୍ମାଣ କରାଯାଉଅଛି
ಸಮಾನಾರ್ಥಕ : ଉପାଦେୟତା
ಇತರ ಭಾಷೆಗಳಿಗೆ ಅನುವಾದ :