ಸದಸ್ಯನಾಗು
ಪುಟ ವಿಳಾಸವನ್ನು ಕ್ಲಿಪ್ ಬೋರ್ಡ್ ಗೆ ನಕಲಿಸಿ.
ಅರ್ಥ : ଯେଉଁ ଭୂମିଟି ତାର ପ୍ରାକୃତିକ ରୂପରେ ସାର୍ବଜନିକ ସମ୍ପତ୍ତି ଭାବେ ସୁରକ୍ଷିତ ରଖାଯାଇଛି
ಉದಾಹರಣೆ : ଏହି ରାଷ୍ଟ୍ରୀୟ ଉଦ୍ୟାନରେ ଅସାଧାରଣ ଜଙ୍ଗଲୀ ଜନ୍ତୁ ଦେଖାଯାଇ ପାରନ୍ତି
ಸಮಾನಾರ್ಥಕ : ପାର୍କ
ಇತರ ಭಾಷೆಗಳಿಗೆ ಅನುವಾದ :हिन्दी English
भूमि का एक हिस्सा जो अपने प्राकृतिक रूप में सार्वजनिक सम्पत्ति के रूप में सुरक्षित रखा गया हो।
A large area of land preserved in its natural state as public property.
ಅರ್ಥ : କୌଣସି ବଗିଚାରେ ଲଗାଯାଉଥିବା ଫୁଲ,ଫଳ ବା ବନସ୍ପତି
ಉದಾಹರಣೆ : ମାଳୀ ଗୋଟିଏ ନୂଆ ଫୁଲ ବଗିଚା ତିଆରି କରୁଛି
ಸಮಾನಾರ್ಥಕ : ଉପବନ, ବଗିଚା, ବାଟିକା
किसी बगीचे में उगाए जानेवाले फूल या फल या वनस्पतियाँ।
The flowers or vegetables or fruits or herbs that are cultivated in a garden.
ಅರ್ಥ : ଯେଉଁ ସ୍ଥାନରେ ଫଳ, ଫୁଲପୂର୍ଣ୍ଣ ସୁନ୍ଦର ସୁନ୍ଦର ଛୋଟ, ବଡ଼ ଗଛଆଦି ଲଗାଯାଇଛି
ಉದಾಹರಣೆ : ପିଲାମାନେ ବଗିଚାରୁ ପିଜୁଳି ତୋଳୁଥିଲେ
ಸಮಾನಾರ್ಥಕ : ଉପବନ, ବଗିଚା, ବାଟିକା, ବାଡ଼ି
वह स्थान जहाँ फल-फूलदार या सुन्दर पौधों, वृक्षों आदि को लगाया गया हो।
A plot of ground where plants are cultivated.
ಸ್ಥಾಪನೆ