ಪುಟದ ವಿಳಾಸವನ್ನು ನಕಲಿಸಿ ಟ್ವಿಟರ್ ನಲ್ಲಿ ಹಂಚಿಕೊಳ್ಳಿ ವಾಟ್ಸಪ್ ನಲ್ಲಿ ಹಂಚಿಕೊಳ್ಳಿ ಫೇಸ್ಬುಕ್ ನಲ್ಲಿ ಹಂಚಿಕೊಳ್ಳಿ
ಗೂಗಲ್ ಪ್ಲೇನಲ್ಲಿ ಪಡೆಯಿರಿ
ಸಮಾನಾರ್ಥಕ ಮತ್ತು ವಿರೋಧಾಭಾಸಗಳೊಂದಿಗೆ ଓଡ଼ିଆ ನಿಘಂಟಿನಿಂದ ଉଦ୍ଧାର କରିବା ಪದದ ಅರ್ಥ ಮತ್ತು ಉದಾಹರಣೆಗಳು.

ଉଦ୍ଧାର କରିବା   କ୍ରିୟାପଦ

ಅರ್ಥ : କୌଣସି ବନ୍ଧନ ବା କାମରୁ ମୁକ୍ତ ହେବା

ಉದಾಹರಣೆ : ମୁନିଋଷି ମାନେ ନିଜ ସାଧନା ବଳରେ ସଂସାରିକ ଦୁଃଖରୁ ନିଜକୁ ମୁକ୍ତ କରିଥିଲେ

ಸಮಾನಾರ್ಥಕ : ଉଦ୍ଧାର ପାଇବା, ନିସ୍ତାର ପାଇବା, ମୁକ୍ତ କରିବା, ମୁକ୍ତି ପାଇବା


ಇತರ ಭಾಷೆಗಳಿಗೆ ಅನುವಾದ :

किसी बंधन या काम से मुक्त होना।

ऋषि अपनी साधना के बल पर संसार के दुःखों से उबरता है।
उद्धार पाना, उबरना, निस्तार पाना, मुक्त होना

Bring into safety.

We pulled through most of the victims of the bomb attack.
bring through, carry through, pull through, save

ಅರ್ಥ : ଛାଡ଼ିବା କାମ ଅନ୍ୟ କାହାଦ୍ୱାରା କରାଇବା

ಉದಾಹರಣೆ : ମୋହନ ସୋହନକୁ ସିପାହୀଠାରୁ ମୁକ୍ତି କରାଇଲା

ಸಮಾನಾರ್ಥಕ : ପରିତ୍ରାଣ କରାଇବା, ମୁକ୍ତି କରାଇବା


ಇತರ ಭಾಷೆಗಳಿಗೆ ಅನುವಾದ :

छोड़ने का काम दूसरे से कराना।

मोहन ने सोहन को सिपाही से छुड़वाया।
छुड़वाना, छोड़वाना

ಅರ್ಥ : ନିସ୍ତାର ବା ଉଦ୍ଧାର କରିବା

ಉದಾಹರಣೆ : ସେ ମୋତେ ଏହି ବିପଦରୁ ଉଦ୍ଧାର କଲା

ಸಮಾನಾರ್ಥಕ : ଉତ୍ତାରିବା, ବାହାର କରିବା


ಇತರ ಭಾಷೆಗಳಿಗೆ ಅನುವಾದ :

निस्तार या उद्धार करना।

उसने मुझे इस मुसीबत से निकाला।
उगारना, उद्धार करना, उद्धारना, उधारना, उबारना, निकालना

ಅರ್ಥ : ଭବବାଧା ଦୂରକରିବା

ಉದಾಹರಣೆ : ଭଗବାନ ହିଁ ଆମ ସମସ୍ତଙ୍କୁ ତାରିବେ

ಸಮಾನಾರ್ಥಕ : ଉଦ୍ଧାରିବା, ତାରଣ କରିବା, ତାରିବା, ନିସ୍ତାର କରିବା, ମୁକ୍ତିଦେବା


ಇತರ ಭಾಷೆಗಳಿಗೆ ಅನುವಾದ :

भव बाधा दूर करना या भव बंधन से मुक्त रखना।

भगवान ही हम सबको तारेंगे।
उद्धार करना, उधारना, उबारना, तारना, निस्तार करना, बेड़ा पार लगाना, मुक्त करना