ಅರ್ಥ : ସୁରକ୍ଷିତ ହେବା ବା ରହିବା ଅବସ୍ଥା
ಉದಾಹರಣೆ :
ଆଜିକାଲି ସମାଜର ସୁରକ୍ଷା ବିପଦ ଗ୍ରସ୍ତନେତା ନିଜର ଓ ନିଜ ପରିବାରର ସୁରକ୍ଷା ଦୃଷ୍ଟିରୁ ଆତଙ୍କବାଦୀଙ୍କ ସହ ହାତ ମିଳାଇଲେ
ಇತರ ಭಾಷೆಗಳಿಗೆ ಅನುವಾದ :
सुरक्षित होने या रहने की अवस्था।
आज समाज की सुरक्षितता खतरे में है।The state of being certain that adverse effects will not be caused by some agent under defined conditions.
Insure the safety of the children.ಅರ್ಥ : ମୃତ୍ୟୁର ଫଳସ୍ବରୂପ ସାଂସାରିକ କଷ୍ଟଭୋଗର ସମାପ୍ତି ଅଥବା ଏଥିରୁ ମିଳୁଥିବା ମୁକ୍ତି
ಉದಾಹರಣೆ :
କ୍ଷୀଣରୋଗରେ ପୀଡିତ ଜୀବନରୁ ସେ ଦିନରାତି ମୁକ୍ତି କାମନା କରୁଛି
ಇತರ ಭಾಷೆಗಳಿಗೆ ಅನುವಾದ :
The act of reducing something unpleasant (as pain or annoyance).
He asked the nurse for relief from the constant pain.ಅರ್ಥ : ଜବତ୍ ହୋଇଥିବା ବା ହଜି ଯାଇଥିବା, ଚୋରି ଯିବା ବା ମିଳୁନଥିବା ଜିନିଷ ପାଇବାର କ୍ରିୟା
ಉದಾಹರಣೆ :
ଚୋରିଯାଇଥିବା ଲକ୍ଷାଧିକ ଟଙ୍କାର ଆଭୂଷଣକୁ ପୁଲିସ୍ ଉଦ୍ଧାର କରିଥିବା ଖବର ମିଳୁଛି
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : କୌଣସି ଜିନିଷକୁ ଆହୁରି ଭଲ ବା ଅଧିକ ଉପଯୋଗୀ କରିବା ବା କରାଇବା କାର୍ଯ୍ୟ
ಉದಾಹರಣೆ :
ଏହି କାର୍ଯ୍ୟରେ ସୁଧାରର ମଧ୍ୟ ଆବଶ୍ୟକତା ରହିଛି ଡାକ୍ତରଙ୍କ ହାତରେ ରୋଗୀଙ୍କର ଉଦ୍ଧାର ହୋଇଥାଏ
ಸಮಾನಾರ್ಥಕ : ସୁଧାର
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : କଷ୍ଟ ବା ବିପତ୍ତିଆଦିରୁ ବଞ୍ଚାଇବା ବା ଉଦ୍ଧାରିବା କାମ
ಉದಾಹರಣೆ :
ଏକମାତ୍ର ଈଶ୍ୱର ହିଁ ଆମ ସମସ୍ତଙ୍କର ଉଦ୍ଧାର କରିବାବାଲା
ಸಮಾನಾರ್ಥಕ : ତାରଣ, ନିସ୍ତାର, ମୁକ୍ତି, ରକ୍ଷା
ಇತರ ಭಾಷೆಗಳಿಗೆ ಅನುವಾದ :
Recovery or preservation from loss or danger.
Work is the deliverance of mankind.