ಪುಟದ ವಿಳಾಸವನ್ನು ನಕಲಿಸಿ ಟ್ವಿಟರ್ ನಲ್ಲಿ ಹಂಚಿಕೊಳ್ಳಿ ವಾಟ್ಸಪ್ ನಲ್ಲಿ ಹಂಚಿಕೊಳ್ಳಿ ಫೇಸ್ಬುಕ್ ನಲ್ಲಿ ಹಂಚಿಕೊಳ್ಳಿ
ಗೂಗಲ್ ಪ್ಲೇನಲ್ಲಿ ಪಡೆಯಿರಿ
ಸಮಾನಾರ್ಥಕ ಮತ್ತು ವಿರೋಧಾಭಾಸಗಳೊಂದಿಗೆ ଓଡ଼ିଆ ನಿಘಂಟಿನಿಂದ ଉଦ୍ଦେଶ୍ୟ ಪದದ ಅರ್ಥ ಮತ್ತು ಉದಾಹರಣೆಗಳು.

ଉଦ୍ଦେଶ୍ୟ   ବିଶେଷ୍ୟ

ಅರ್ಥ : ସେହି ବିଚାର ଯାହା ପୂରଣ କରିବାପାଇଁ କୌଣସି କାମ କରାଯାଏ

ಉದಾಹರಣೆ : ଏହି କାମ କରିବା ପଛରେ ଆପଣଙ୍କର କି ଉଦ୍ଦେଶ୍ୟ ଅଛି? ନିଜ ଉଦ୍ଦେଶ୍ୟ ପୂରଣ କ୍ଷେତ୍ରରେ ଆପଣଙ୍କର ସମୟ ନଷ୍ଟକରିବା ଉଚିତ୍‌ ନୁହେଁ

ಸಮಾನಾರ್ಥಕ : ଅଭିପ୍ରାୟ, ଆବଶ୍ୟକତା, ପ୍ରୟୋଜନ, ମତଲବ୍‌, ଲକ୍ଷ


ಇತರ ಭಾಷೆಗಳಿಗೆ ಅನುವಾದ :

वह विचार जिसे पूरा करने के लिए कोई काम किया जाए।

इस काम को करने के पीछे आपका क्या उद्देश्य है?
अपने उद्देश्य से आपको भटकना नहीं चाहिए।
अनुबंध, अनुबन्ध, अपदेश, अभिप्राय, आवश्यकता, आशय, इष्ट, उद्देश्य, उपलक्ष्य, कारण, तुक, ध्येय, निमित्त, नियत, नीयत, प्रयोजन, मंशा, मंसा, मकसद, मक़सद, मतलब, मनसा, मिशन, मुद्दा, लक्ष्य, समायोग, साध्य, हेतु

The state of affairs that a plan is intended to achieve and that (when achieved) terminates behavior intended to achieve it.

The ends justify the means.
end, goal

ಅರ್ಥ : ବ୍ୟାକରଣରେ ଯାହା ବିଷୟରେ କିଛି କୁହାଯାଏ

ಉದಾಹರಣೆ : ରାମ ଜଣେ ଭଲ ପିଲା, ଏଥିରେ ରାମ ଉଦ୍ଦେଶ୍ୟ


ಇತರ ಭಾಷೆಗಳಿಗೆ ಅನುವಾದ :

व्याकरण में वह जिसके संबंध में कुछ कहा जाए।

राम एक अच्छा लड़का है में राम उद्देश्य है।
आश्रय, उद्देश्य

(grammar) one of the two main constituents of a sentence. The grammatical constituent about which something is predicated.

subject

ಅರ್ಥ : ନିଜ ଉଦ୍ଦେଶ୍ୟ ବା ଆବଶ୍ୟକତା

ಉದಾಹರಣೆ : ଏଠାକୁ ଆସିବା ପଛରେ ଶ୍ୟାମର କିଛି ସ୍ୱାର୍ଥ ଅଛି ସମାଜ କଲ୍ୟାଣ ନିମନ୍ତେ ସ୍ୱାର୍ଥରୁ ଉପରକୁ ଉଠି କାମ କରିବା ଆବଶ୍ୟକ

ಸಮಾನಾರ್ಥಕ : ଗରଜ, ଲାଭ, ସ୍ୱାର୍ଥ


ಇತರ ಭಾಷೆಗಳಿಗೆ ಅನುವಾದ :

अपना उद्देश्य या प्रयोजन।

यहाँ आने के पीछे श्याम का कुछ स्वार्थ है।
अपरती, आपकाज, गरज, ग़रज़, स्वारथ, स्वार्थ

Concern for your own interests and welfare.

egocentrism, egoism, self-centeredness, self-concern, self-interest