ಅರ್ಥ : ହଇରାଣ କରୁଥିବା କଥାଆଦି
ಉದಾಹರಣೆ :
ଆପଣ ନିଜର ଅସୁବିଧା ଜଣାନ୍ତୁ, ତାର ସମାଧାନ କରିବାପାଇଁ ଚେଷ୍ଟା କରାଯିବ
ಸಮಾನಾರ್ಥಕ : ଅସୁବିଧା, ଅସ୍ତବ୍ୟସ୍ତତା, ହଇରାଣ
ಇತರ ಭಾಷೆಗಳಿಗೆ ಅನುವಾದ :
A situation or condition that is complex or confused.
Her coming was a serious complication.ಅರ್ಥ : ଉଦବିଗ୍ନ ହେବାର ଅବସ୍ଥା ବା ଭାବ
ಉದಾಹರಣೆ :
ଉଦବିଗ୍ନତା କାରଣରୁ ଏହି କାର୍ଯ୍ୟରେ ମୁଁ ନିଜର ମନୋନିବେଶ କରିପାରୁନାହିଁ
ಸಮಾನಾರ್ಥಕ : ଆକୁଳତା, ଆତୁରତା, ବିକଳତା, ବ୍ୟାକୁଳତା
ಇತರ ಭಾಷೆಗಳಿಗೆ ಅನುವಾದ :
आकुल होने की अवस्था या भाव।
आकुलता के कारण मैं इस कार्य पर अपना ध्यान केन्द्रित नहीं कर पा रहा हूँ।