ಅರ್ಥ : ଯେଉଁ ଶୁଭ ଅବସରରେ ବହୁତ ଲୋକ ଏକତ୍ରିତ ହୁଅ
ಉದಾಹರಣೆ :
ପିଉସୀ ବାହାଘର ଉତ୍ସବରେ ଯୋଗଦେବାକୁ ଆସିଥିଲେ
ಸಮಾನಾರ್ಥಕ : ଉତ୍ସବ
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ଧୁମଧାମ୍ରେ ହେଉଥିବା କୌଣସି ସାର୍ବଜନୀନ, ବଡ଼, ଶୁଭ ବା ମଙ୍ଗଳ କାର୍ଯ୍ୟ
ಉದಾಹರಣೆ :
ଶିଶୁଦିବସ ଅବସରରେ ଆମ ସ୍କୁଲରେ ଏକ ସମାରୋହର ଅୟୋଜନ କରାଯାଇଛି
ಇತರ ಭಾಷೆಗಳಿಗೆ ಅನುವಾದ :
धूम-धाम से होने वाला कोई सार्वजनिक, बड़ा, शुभ या मंगल कार्य।
बालदिवस के अवसर पर मेरे विद्यालय में एक समारोह का आयोजन किया गया है।ಅರ್ಥ : ଭୋଜି ବା ଉତ୍ସବ ପାଳନ ନିମନ୍ତେ ଯେଉଁ ଦିନ ବା ସମୟ ଅଲଗା ରଖାଯାଇଥାଏ
ಉದಾಹರಣೆ :
ଇଦ ଉତ୍ସବ ପୁଣି କେବେ ଆସିବ?
ಇತರ ಭಾಷೆಗಳಿಗೆ ಅನುವಾದ :
A day or period of time set aside for feasting and celebration.
festivalಅರ್ಥ : ଆନନ୍ଦ ବା ଉତ୍ସାହର ସମାରୋହ ଯେଉଁଥିରେ ଖାଇବା ପିଇବା ଓ ନାଚଗୀତଆଦି ଥାଏ
ಉದಾಹರಣೆ :
ଆମ୍ଭେମାନେ ସମାରୋହରେ ଭାଗ ନେବାକୁ ଯାଇଥିଲୁ
ಇತರ ಭಾಷೆಗಳಿಗೆ ಅನುವಾದ :