ಸದಸ್ಯನಾಗು
ಪುಟ ವಿಳಾಸವನ್ನು ಕ್ಲಿಪ್ ಬೋರ್ಡ್ ಗೆ ನಕಲಿಸಿ.
ಅರ್ಥ : ଉତ୍ତାପ ପାଇ ଫେଣ ସହିତ ଉପରକୁ ଉଠିବା କ୍ରିୟା
ಉದಾಹರಣೆ : ଦୁଧ ଗରମ ହେଲେ ଉତୁରିବା ସାଧାରଣ କଥା
ಸಮಾನಾರ್ಥಕ : ଫୁଲିବା
ಇತರ ಭಾಷೆಗಳಿಗೆ ಅನುವಾದ :हिन्दी
गरमी पाकर फेन के साथ ऊपर उठने की क्रिया।
ಅರ್ಥ : ନିଆଁରେ ଗରମ କରିବା ସମୟରେ ତରଳ ପଦାର୍ଥ ଫେଣ ସହିତ ଉପରକୁ ଉଠିବା
ಉದಾಹರಣೆ : ଚୁଲି ଉପରେଥିବା ପାଣି ଫୁଟୁଛି
ಸಮಾನಾರ್ಥಕ : ଫୁଟିବା
ಇತರ ಭಾಷೆಗಳಿಗೆ ಅನುವಾದ :हिन्दी English
आग पर चढ़े हुए तरल पदार्थ का फेन के साथ ऊपर उठना या क्वथनांक पर द्रव का वाष्प के रूप में बदलना।
Come to the boiling point and change from a liquid to vapor.
ಅರ್ಥ : ଆଉଟା କ୍ଷୀରଆଦି ଉପରକୁ ଉଠିବା
ಉದಾಹರಣೆ : ଆଞ୍ଚ କମ୍ କରିଦିଅ, କ୍ଷୀର ଉତୁରୁଛି
खौलते हुए दूध आदि का ऊपर को उठना।
ಸ್ಥಾಪನೆ