ಅರ್ಥ : କାହାରିକୁ ଧ୍ୱଂସକରିବାପାଇଁ ପ୍ରବୃତ୍ତକରିବା
ಉದಾಹರಣೆ :
କ୍ରୂରରାଜା ସିପାହୀଙ୍କଦ୍ୱାରା ପଡ଼ୋଶୀରାଜ୍ୟର ସୀମାବର୍ତ୍ତୀ ଅଞ୍ଚଳକୁ ଧ୍ୱଂସକରାଇଲେ
ಸಮಾನಾರ್ಥಕ : ଧ୍ୱଂସକରାଇବା, ନଷ୍ଟକରାଇବା, ବିନାଶକରାଇବା, ସର୍ବନାଶକରାଇବା
ಇತರ ಭಾಷೆಗಳಿಗೆ ಅನುವಾದ :
किसी को उजाड़ने में प्रवृत्त करना।
क्रूर राजा ने सिपाहियों से पड़ोसी राज्य के सीमावर्ती क्षेत्रों को उजड़वा दिया।