ಅರ್ಥ : କୌଣସି ଉତ୍ସବ ବା ପର୍ବ ଆଦିରେ ସାରା ରାତି ଚେଇଁବା କ୍ରିୟା
ಉದಾಹರಣೆ :
ନବରାତ୍ରିରେ ଲୋକମାନେ ଦେବ ମନ୍ଦିରରେ ଜାଗର କରନ୍ତି
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ନିଦ ନ ହେବାର ଅବସ୍ଥା
ಉದಾಹರಣೆ :
ଅଧିକ ସମୟ ଧରି ଅନିଦ୍ରା ରହିବା କ୍ଷତିକାରକ ହୋଇପାରେ
ಸಮಾನಾರ್ಥಕ : ଅନିଦ୍ରା
ಇತರ ಭಾಷೆಗಳಿಗೆ ಅನುವಾದ :
A temporary state in which you are unable (or unwilling) to sleep.
Accept your wakefulness and sleep in its own contrary way is more likely to come.ಅರ್ಥ : କୌଣସି ଉତ୍ସବ ବା ବିହାର ଆଦିରେ ସାରା ରାତି ଅନିଦ୍ରା ରହି କଟାଇବାର କ୍ରିୟା
ಉದಾಹರಣೆ :
ଆଇଆଇଟିରେ ମୂଡଆଇ ଉଜାଗର ବହୁତ ସାଧାରଣ କଥା
ಸಮಾನಾರ್ಥಕ : ରାତ୍ରି ଅନିଦ୍ରା
ಇತರ ಭಾಷೆಗಳಿಗೆ ಅನುವಾದ :
किसी उत्सव या विहार आदि में सारी रात जागकर बिताने की क्रिया।
आईआईटी में मूडआई के समय रतगजा बहुत आम बात है।ಅರ್ಥ : ଚେଇଁବା କ୍ରିୟା ବା ଭାବ
ಉದಾಹರಣೆ :
ଦୁଇ ଦିନ ଧରି ଉଜାଗର କାରଣରୁ ତାର ଆଖି ଲାଲ ହୋଇଯାଇଛି
ಸಮಾನಾರ್ಥಕ : ଜାଗରଣ
ಇತರ ಭಾಷೆಗಳಿಗೆ ಅನುವಾದ :