ಸದಸ್ಯನಾಗು
ಪುಟ ವಿಳಾಸವನ್ನು ಕ್ಲಿಪ್ ಬೋರ್ಡ್ ಗೆ ನಕಲಿಸಿ.
ಅರ್ಥ : ଯେଉଁଥିରେ ସଂଯମ ନ ଥାଏ
ಉದಾಹರಣೆ : ଅସଂଯତ ଖାଦ୍ୟପେୟ କାରଣରୁ ବହୁତ ରୋଗ ହୁଏ
ಸಮಾನಾರ್ಥಕ : ଅଣାୟତ୍ତ, ଅସଂଯତ, ସଂଯମହୀନ
ಇತರ ಭಾಷೆಗಳಿಗೆ ಅನುವಾದ :हिन्दी English
जिसमें संयम न हो।
Not subject to restraint.
ಅರ್ಥ : ଯିଏ ଅନ୍ୟମାନଙ୍କ ସହିତ ଧୃଷ୍ଟାପୂର୍ବକ ବା ଧୃଷ୍ଟତା ସହିତ ବ୍ୟବହାର କରେ
ಉದಾಹರಣೆ : ମୋହନ ବହୁତ ଧୃଷ୍ଟ
ಸಮಾನಾರ್ಥಕ : ଅଖାଡ଼ୁଆ, ଅବିନୀତ, ଅଶାଳୀନ, ଉଦ୍ଧତ, ଧୃଷ୍ଟ
जो दूसरों के साथ धृष्टतापूर्वक व्यवहार करता हो या धृष्टता से पेश आता हो।
Tenaciously unwilling or marked by tenacious unwillingness to yield.
ಸ್ಥಾಪನೆ