ಅರ್ಥ : ସଙ୍କେତ ରୂପରେ ହେଉଥିବା କଥନ
ಉದಾಹರಣೆ :
କବିଙ୍କ ସାଙ୍କେତିକ କଥନର ମର୍ମ ବୁଝିବା ସହଜ ନୁହେଁ
ಸಮಾನಾರ್ಥಕ : ସାଙ୍କେତିକ କଥନ
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ଅଙ୍ଗୁଳିଦ୍ୱାରା କରାଯାଇଥିବା ସଙ୍କେତ
ಉದಾಹರಣೆ :
ହରିଶ୍ଚନ୍ଦ୍ର ଅଙ୍ଗୁଳି ସଙ୍କେତରେ ମୋତେ ଡାକୁଛନ୍ତି
ಸಮಾನಾರ್ಥಕ : ଅଙ୍ଗୁଳି ସଙ୍କେତ
ಇತರ ಭಾಷೆಗಳಿಗೆ ಅನುವಾದ :
उँगली द्वारा किया जाने वाला संकेत।
हरिश्चन्द्र इशारे से मुझे बुला रहा है।ಅರ್ಥ : କୌଣସି ହାଲୁକା ଆଧାର ବା ସାହାରା
ಉದಾಹರಣೆ :
ଟଳଟଳ ବିଶ୍ବାସର ସୂକ୍ଷ୍ମ ଆଧାର ଉପରେ ତିଷ୍ଠି ରହିଥିବା ସମ୍ବନ୍ଧ କେତେ ସମୟ ପର୍ଯ୍ୟନ୍ତ ରହି ପାରିବ
ಸಮಾನಾರ್ಥಕ : ସୂକ୍ଷ୍ମ ଆଧାର
ಇತರ ಭಾಷೆಗಳಿಗೆ ಅನುವಾದ :
कोई हल्का आधार या सहारा।
डगमगाते विश्वास के सूक्ष्म आधार पर टिका संबंध कब तक बना रह सकता है।