ಸದಸ್ಯನಾಗು
ಪುಟ ವಿಳಾಸವನ್ನು ಕ್ಲಿಪ್ ಬೋರ್ಡ್ ಗೆ ನಕಲಿಸಿ.
ಅರ್ಥ : ଇଦ ଦିନ ମଙ୍ଗଳସୂଚକ ରୂପେ ଲେଖାଯାଉଥିବା ଲେଖା ଆଦି
ಉದಾಹರಣೆ : ସେ ତା ସାଙ୍ଗକୁ ଏକ ଲେଖା ଶୁଣାଇଲା
ಸಮಾನಾರ್ಥಕ : ଲେଖା
ಇತರ ಭಾಷೆಗಳಿಗೆ ಅನುವಾದ :हिन्दी
ईद के दिन मंगल कामना के रूप में लिखी गई शेरो-शायरी आदि।
ಅರ್ಥ : ଯେଉଁ ଉପହାର, ପୁରସ୍କାର ଆଦି ଇଦ ଅବସରରେ କାହାକୁ ଦିଆଯାଏ
ಉದಾಹರಣೆ : ରହୀମର ଚାକର ଇଦ ଇନାମି ପାଇ ବହୁତ ଖୁସି
ಸಮಾನಾರ್ಥಕ : ଇଦ ଇନାମି
ಇತರ ಭಾಷೆಗಳಿಗೆ ಅನುವಾದ :हिन्दी English
वह उपहार, पुरस्कार आदि जो ईद के अवसर पर किसी को दिया जाता है।
Something presented as a gift.
ಅರ್ಥ : ଇଦ୍ ଅବସରରେ ଲେଖି ଦିଆଯାଉଥିବା ମଙ୍ଗଳ-କାମନା ଯୁକ୍ତ କବିତା
ಉದಾಹರಣೆ : ଇଦୀ ପଢି ତରନ୍ନୁମ ବହୁତ ଖୁସି ହେଲା
ಸ್ಥಾಪನೆ