ಅರ್ಥ : ସମାପ୍ତ ହେବା କ୍ରିୟା ବା ଭାବ
ಉದಾಹರಣೆ :
ମହାତ୍ମାଗାନ୍ଧୀଙ୍କ ମୃତ୍ୟୁ ସହିତ ହିଁ ଗୋଟିଏ ଯୁଗର ଅବସାନ ଘଟିଲା
ಸಮಾನಾರ್ಥಕ : ଅନ୍ତ, ଅବସାନ, ଇତିଶ୍ରୀ, ଉପସଂହାର, ପରିଶେଷ, ସମାପ୍ତି
ಇತರ ಭಾಷೆಗಳಿಗೆ ಅನುವಾದ :
समाप्त होने की क्रिया, अवस्था या भाव।
महात्मा गाँधी के मरने के साथ ही एक युग की समाप्ति हो गई।ಅರ್ಥ : କୌଣସି ଘଟଣା ଆଦିର ନିଷ୍ପାଦନୀୟ ବା ଅନ୍ତିମ ଭାଗ
ಉದಾಹರಣೆ :
ଏହି ପୁସ୍ତକର ଶେଷଭାଗ ପଢ଼ିବାପରେ ହିଁ ଆପଣ କୌଣସି ନିଷ୍କର୍ଷରେ ପହଞ୍ଚିବେ
ಸಮಾನಾರ್ಥಕ : ଅନ୍ତ, ଅନ୍ତିମ ଭାଗ, ଉପସଂହାର, ଶେଷଭାଗ
ಇತರ ಭಾಷೆಗಳಿಗೆ ಅನುವಾದ :