ಅರ್ಥ : ଜାମ୍ମୁ ଏବଂ କାଶ୍ମୀର ବ୍ୟତୀତ ଭାରତ ଭିତରେ ଭାରତର କୌଣସି ବି ନାଗରିକ ଦ୍ବାରା କରାଯାଉଥିବା କିଛି ଅପରାଧର ସଂଜ୍ଞା ଓ ଦଣ୍ଡର ପ୍ରତିବିଧାନ କରୁଥିବା ସଂହିତା ଯାହା ଭାରତୀୟ ସେନା ଉପରେ ଲାଗୁ ହୁଏ ନାହିଁ
ಉದಾಹರಣೆ :
ଭାରତୀୟ ଦଣ୍ଡସଂହିତା ଇଂରେଜ ଶାସନ କାଳରେ ୧୮୬୨ ମସିହାରେ ଲାଗୁ ହୋଇଥିଲା
ಸಮಾನಾರ್ಥಕ : ଆଇ ପି ସି, ଭାରତୀୟ ଦଂଡସଂହିତା, ଭାରତୀୟ ଦଣ୍ଡସଂହିତା
ಇತರ ಭಾಷೆಗಳಿಗೆ ಅನುವಾದ :
जम्मू एवं काश्मीर को छोड़कर भारत के अन्दर भारत के किसी भी नागरिक द्वारा किए गए कुछ अपराधों की परिभाषा व दण्ड का प्राविधान करने वाली संहिता जो कि भारत की सेना पर लागू नहीं होती।
भारतीय दंड संहिता ब्रिटिश काल में सन् १८६२ में लागू हुई थी।