ಅರ್ಥ : କାହାକୁ ଅଧୀନକୁ ଆଣିବାର ପ୍ରକ୍ରିୟା
ಉದಾಹರಣೆ :
ହିଂସ୍ର ପଶୁଙ୍କୁ ବଶ କରିବା ଅତି କଷ୍ଟ
ಸಮಾನಾರ್ಥಕ : ବଶ
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ନିୟମିତ ରୂପେ କୌଣସି କଥାର ଅନୁସରଣ
ಉದಾಹರಣೆ :
ସମୟର ଅଧୀନରେ ଥାଇ ଆଜି ବି ତାଙ୍କର କିଛି ଉତ୍ତର ନାହିଁ
ಸಮಾನಾರ್ಥಕ : ଅଧୀନ
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ନିୟମ,ବିଧି,ସମୟ ଆଦି ନିୟମିତ ରୂପରେ ପାଳନ କରୁଥିବା ବ୍ୟକ୍ତି
ಉದಾಹರಣೆ :
ରାଜା ବ୍ରିଟେନ ସରକାରଙ୍କ ଅଧୀନ ଥିଲେ
ಸಮಾನಾರ್ಥಕ : ଅଧୀନ, ଅନୁଗତ, ଶାସନାନ୍ତର୍ଗତ
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ଯେ କାହାରି ବଶରେ ଅଛି
ಉದಾಹರಣೆ :
ଭାରତ ବହୁତ ଦିନଧରି ଇଂରେଜମାନଙ୍କ ଅଧୀନରେ ଥିଲା
ಇತರ ಭಾಷೆಗಳಿಗೆ ಅನುವಾದ :