ಸದಸ್ಯನಾಗು
ಪುಟ ವಿಳಾಸವನ್ನು ಕ್ಲಿಪ್ ಬೋರ್ಡ್ ಗೆ ನಕಲಿಸಿ.
ಅರ್ಥ : ସାମନା ବସ୍ତୁ ଦେଖା ନ ଯିବାପାଇଁ ରହିଥିବା ବନ୍ଧକ
ಉದಾಹರಣೆ : ରାମ ବାଳୀକୁ ଗଛ ଆଢ଼ୁଆଳରୁ ମାରିଲେ
ಸಮಾನಾರ್ಥಕ : ଅନ୍ତର୍ପଟ, ଆଢ଼ୁଆଳ
ಇತರ ಭಾಷೆಗಳಿಗೆ ಅನುವಾದ :हिन्दी
ऐसी रोक जिससे सामने की वस्तु दिखाई न पड़े।
ಅರ್ಥ : ସଂଗୀତରେ ଅଷ୍ଟତାଳର ଗୋଟିଏ ପ୍ରକାର
ಉದಾಹರಣೆ : ସଂଗୀତକାର ଆଡ଼ ତାଳ ସଂପର୍କରେ ଜଣାଉଥିଲେ
ಸಮಾನಾರ್ಥಕ : ଆଡ଼ ତାଳ
संगीत में अष्टताल का एक प्रकार।
ಅರ್ಥ : ଯାହା ଦିଗ୍ବଳୟ ଠାରୁ ସମାନ ଦୂରତ୍ୱରେ ଅଛି
ಉದಾಹರಣೆ : ଦିଗ୍ବଳୟ ରେଖା ଏବଂ ଲମ୍ବରେଖାର ମିଳନ ବିନ୍ଦୁ ଠାରେ ନବେ ଡିଗ୍ରୀର କୋଣ ତିଆରି ହୁଏ
ಸಮಾನಾರ್ಥಕ : ଅନୁପ୍ରସ୍ଥ, ଦିଗ୍ବଳୟ
ಇತರ ಭಾಷೆಗಳಿಗೆ ಅನುವಾದ :हिन्दी English
जो क्षितिज के समान अन्तर पर हो।
Parallel to or in the plane of the horizon or a base line.
ಸ್ಥಾಪನೆ