ಅರ್ಥ : କାହାର କୌଣସି ଆକାରରେ ପହଞ୍ଚିବା କ୍ରିୟା ବା ଭାବ
ಉದಾಹರಣೆ :
ଇଂରେଜମାନଙ୍କ ଭାରତ ଆଗମନର ଉଦ୍ଦେଶ୍ୟ ଥିଲା ବାଣିଜ୍ୟ ବଜାରରେ ସୁରଙ୍ଗୀ ଫଳର ଆସିବା ଆରମ୍ଭ ହୋଇଛି
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : କାହାରି ଅନ୍ତର୍ଗତ ହେବା
ಉದಾಹರಣೆ :
ମାଲକାନଗିରି ଓଡ଼ିଶାରେ ଆସୁଛି ଏହି କଥା ରାମାୟଣରେ ରହିଛି
ಸಮಾನಾರ್ಥಕ : ରହିବା
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : କିଣିବା ପରେ କୌଣସି ବସ୍ତୁକୁ ପ୍ରାପ୍ତ କରିବା
ಉದಾಹರಣೆ :
ସୋମବାର ଦିନ ଆମର ନୂଆ କାର ଆସିବ
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : କାଳ ଅଥବା ସମୟର ଆରମ୍ଭ ହେବା
ಉದಾಹರಣೆ :
ଶ୍ରାବଣ ଆସିଗଲା
ಸಮಾನಾರ್ಥಕ : ଆରମ୍ଭ ହେବା
ಇತರ ಭಾಷೆಗಳಿಗೆ ಅನುವಾದ :
Have a beginning, of a temporal event.
WW II began in 1939 when Hitler marched into Poland.ಅರ್ಥ : ଘଟିବା ବା ଆରମ୍ଭ ହେବା
ಉದಾಹರಣೆ :
ମୋତେ ନିଦ ଆସୁଛି
ಸಮಾನಾರ್ಥಕ : ଆଗମନ ହେବା, ଆରମ୍ଭ ହେବା, ଉପସ୍ଥିତ ହେବା, ଘଟିବା
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ଭିତରକୁ ଯିବା
ಉದಾಹರಣೆ :
ସେ ପଢ଼ିବା ପାଇଁ ଅଧ୍ୟୟନ କୋଠରୀରେ ପ୍ରବେଶ କଲା
ಸಮಾನಾರ್ಥಕ : ଉପସ୍ଥିତ ହେବା, ପଶିବା, ପ୍ରବେଶ କରିବା, ଭିତରକୁ ଆସିବା
ಇತರ ಭಾಷೆಗಳಿಗೆ ಅನುವಾದ :
किसी निश्चित सीमा, स्थान आदि के अंदर जाना या उसके भीतर आना।
उसने पढ़ने के लिए अध्ययन कक्ष में प्रवेश किया।ಅರ್ಥ : କୌଣସି ପ୍ରକାରେ ନିଜ ଅଧିକାରକୁ ଆସିବା
ಉದಾಹರಣೆ :
ମୋତେ ରାମଠାରୁ ଶହେ ଟଙ୍କା ମିଳିଲାରାମ ପାଖରୁ ଶହେ ଟଂକା ମୋ ପାଖକୁ ଆସିଲା
ಸಮಾನಾರ್ಥಕ : କରଗତ କରିବା, ପାଇବା, ପ୍ରାପ୍ତ କରିବା, ପ୍ରାପ୍ତ ହେବା, ମିଳିବା
ಇತರ ಭಾಷೆಗಳಿಗೆ ಅನುವಾದ :
किसी प्रकार अपने अधिकार में या हाथ में आना।
मुझे राम से सौ रुपए प्राप्त हुए।ಅರ್ಥ : ଗୋଟିଏ ସ୍ଥାନରୁ ଆସି ଅନ୍ୟ ସ୍ଥାନରେ ଉପସ୍ଥିତ ହେବା
ಉದಾಹರಣೆ :
ଶ୍ୟାମ ଆଜି ଆସିବ ସେ ଆଜି ହିଁ ଦିଲ୍ଲୀରେ ପହଞ୍ଚିଲା
ಸಮಾನಾರ್ಥಕ : ଆଗମନ କରିବା, ଉପସ୍ଥିତ ହେବା, ପହଞ୍ଚିବା
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ଓଜନରେ ଯେତିକି
ಉದಾಹರಣೆ :
ଗୋଟିଏ କିଲୋରେ କେବଳ ପାଞ୍ଚଟି ଆମ୍ବ ଆସିଲା
ಇತರ ಭಾಷೆಗಳಿಗೆ ಅನುವಾದ :