ಅರ್ಥ : ଯିଏ କିଛି ଅପରାଧ କରିଛି
ಉದಾಹರಣೆ :
ଦୁଇଜଣ ଅପରାଧୀ ପୁଲିସର ଲଢ଼େଇରେ ମରିଗଲେ
ಇತರ ಭಾಷೆಗಳಿಗೆ ಅನುವಾದ :
वह जिसने कोई अपराध किया हो।
दो अपराधी पुलिस मुठभेड़ में मारे गए।ಅರ್ಥ : ଯାହା ଆସାମ ସମ୍ବନ୍ଧୀୟ ବା ଆସାମର
ಉದಾಹರಣೆ :
ମୋର ଜେଜେ ବହୁତ ବର୍ଷ ଆସାମରେ କଟାଇଛନ୍ତି ତେଣୁ ତାଙ୍କର ଅସମିଆ ସଂସ୍କୃତିରେ ଭଲ ଜ୍ଞାନ ରହିଛି
ಸಮಾನಾರ್ಥಕ : ଅସମିଆ
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ଆସାମୀ ଭାଷା ସଂବନ୍ଧିତ ବା ଆସାମୀ ଭାଷାର
ಉದಾಹರಣೆ :
ତାର ଆସାମୀ ସାହିତ୍ୟରେ କୌଣସି ଜ୍ଞାନ ନାହିଁ
ಅರ್ಥ : ଆସାମରେ ରହିବା ବ୍ୟକ୍ତି
ಉದಾಹರಣೆ :
ବ୍ରହ୍ମପୁତ୍ର ନଦୀକୂଳରେ ଥିବା ଆସାମୀ ଲୋକେ ନଦୀବଢ଼ିରେ ପୀଡ଼ିତ ହୁଅନ୍ତି