ಸದಸ್ಯನಾಗು
ಪುಟ ವಿಳಾಸವನ್ನು ಕ್ಲಿಪ್ ಬೋರ್ಡ್ ಗೆ ನಕಲಿಸಿ.
ಅರ್ಥ : ଋଷି ଓ ମୁନିମାନଙ୍କ ରହିବା ସ୍ଥାନ
ಉದಾಹರಣೆ : ବନବାସ କରିବା ସମୟରେ ଶୀରାମ ପଞ୍ଚବଟୀରେ ନିଜ ଆଶ୍ରମ ତିଆରି କଲେ
ಸಮಾನಾರ್ಥಕ : କୁଟୀର
ಇತರ ಭಾಷೆಗಳಿಗೆ ಅನುವಾದ :हिन्दी English
ऋषियों और मुनियों के रहने का स्थान।
The abode of a hermit.
ಅರ್ಥ : ଦଶନାମୀ ସନ୍ୟାସୀଙ୍କମଧ୍ୟରୁ ଗୋଟିଏ
ಉದಾಹರಣೆ : ଆଶ୍ରମ ସଂନ୍ୟାସୀ ଦ୍ୱାରିକାରେ ରହୁଥିଲେ
ಸಮಾನಾರ್ಥಕ : ଆଶ୍ରମ ସଂନ୍ୟାସୀ
ಇತರ ಭಾಷೆಗಳಿಗೆ ಅನುವಾದ :हिन्दी
दशनामी संन्यासियों में से एक।
ಅರ್ಥ : ହିନ୍ଦୁମାନଙ୍କ ଜୀବନର ଚାରି ଅବସ୍ଥା-ବ୍ରହ୍ମଚର୍ଯ୍ୟ,ଗୃହସ୍ଥ, ବାନପ୍ରସ୍ଥ ଏବଂ ସନ୍ୟାସ
ಉದಾಹರಣೆ : ବୈଦିକ ଯୁଗରେ ଆଶ୍ରମ ବ୍ୟବସ୍ଥା ପ୍ରଚଳିତ ଥିଲା
हिन्दुओं के जीवन की चार अवस्थाएँ - ब्रह्मचर्य, गृहस्थ, वानप्रस्थ और संन्यास।
ಅರ್ಥ : ସାଧୁ-ସନ୍ଥ ରହିବା ସ୍ଥାନ
ಉದಾಹರಣೆ : ଉତ୍ତର କାଶୀ ବୁଲିବା ସମୟରେ ଆମେ କିଛି ଦିନ ଗୋଟିଏ ମଠରେ କଟାଇଲୁ
ಸಮಾನಾರ್ಥಕ : ଆଖଡ଼ା, ମଠ
साधु-संतों के रहने का स्थान।
The residence of a religious community.
ಸ್ಥಾಪನೆ