ಅರ್ಥ : ରସର ନଅ ସ୍ଥାୟୀ ଭାବ ଭିତରୁ ଗୋଟିଏ
ಉದಾಹರಣೆ :
ଆଶ୍ଚର୍ଯ୍ୟ ଅଦ୍ଭୂତ ରସର ସ୍ଥାୟୀ ଭାବ
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : କୌଣସି ନୂଆ, ବିଲକ୍ଷଣ ବା ଅସାଧାରଣ କଥାକୁ ଦେଖିବା, ଶୁଣିବା ବା ଧ୍ୟାନରେ ଆଣିବାଦ୍ୱାରା ଉତ୍ପନ୍ନ ହେଉଥିବା ମନର ଏକ ପ୍ରକାରଭାବ
ಉದಾಹರಣೆ :
ହଠାତ୍ ମୋତେ ଦେଖି ତାକୁ ଆଶ୍ଚର୍ଯ୍ୟ ଲାଗିଲା
ಸಮಾನಾರ್ಥಕ : ଅଦ୍ଭୁତ, ଅସମ୍ଭବ, ତାଜୁବ୍, ବିସ୍ମୟ
ಇತರ ಭಾಷೆಗಳಿಗೆ ಅನುವಾದ :
मन का वह भाव जो किसी नई, विलक्षण या असाधारण बात को देखने, सुनने या ध्यान में आने से उत्पन्न होता है।
आश्चर्य की बात यह है कि इतनी बड़ी ख़बर सुनकर भी उन्होनें कोई प्रतिक्रिया नहीं की।The astonishment you feel when something totally unexpected happens to you.
surpriseಅರ್ಥ : କୌଣସି ଏଭଳି ଆଶ୍ଚର୍ଯ୍ୟଜନକ ବା ଅଦ୍ଭୁତ କାମ ବା ବିଷୟ ଯାହା ସାଧାରଣତଃ ଦେଖିହୁଏ ନାହିଁ ଏବଂ ଅଲୌକିକ ଏବଂ ଅସମ୍ଭବ ମନେହୁଏ
ಉದಾಹರಣೆ :
ପାଗଳ ବ୍ୟକ୍ତିକୁ ଠିକ୍କରି ସିଦ୍ଧ ମହାତ୍ମା ଚମତ୍କାର କରିଦେଲେ
ಸಮಾನಾರ್ಥಕ : ଅଦ୍ଭୁତ କାମ, କମାଲ୍, ଚମତ୍କାର, ବିସ୍ମୟ
ಇತರ ಭಾಷೆಗಳಿಗೆ ಅನುವಾದ :
Any amazing or wonderful occurrence.
miracleಅರ್ಥ : ଆଶ୍ଚର୍ଯ୍ୟ ଉତ୍ପନ୍ନ କରୁଥିବା ବସ୍ତୁ
ಉದಾಹರಣೆ :
ତାଜମହଲ୍ ପୃଥିବୀର ସାତୋଟି ଆଶ୍ଚର୍ଯ୍ୟ ମଧ୍ୟରୁ ଗୋଟିଏ
ಇತರ ಭಾಷೆಗಳಿಗೆ ಅನುವಾದ :