ಅರ್ಥ : ଭୂମି, ଛାତ, କାନ୍ଥ ଆଦିର ଓଦାଳିଆ ଅବସ୍ଥା
ಉದಾಹರಣೆ :
ବର୍ଷାଦିନେ କାନ୍ଥରେ ଆର୍ଦ୍ରତା ଆସିଯାଏ
ಸಮಾನಾರ್ಥಕ : ସନ୍ତସନ୍ତିଆ ଅବସ୍ଥା
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ଓଦା ହେବାର କ୍ରିୟା ବା ଭାବ
ಉದಾಹರಣೆ :
ଆର୍ଦ୍ରତା କାରଣରୁ ଛାତ ଭୂଷୁଡ଼ି ପଡ଼ିଲା
ಸಮಾನಾರ್ಥಕ : ଓଦା ପଣଅବସ୍ଥା, ସିକ୍ତତା