ಅರ್ಥ : କୌଣସି ସ୍ଥାନରୁ ଗଛଲତା ଓପାଡି ଆଣି ଅନ୍ୟ ସ୍ଥାନରେ ଲଗାଇବାର ପ୍ରକ୍ରିୟା
ಉದಾಹರಣೆ :
ବର୍ଷାକାଳ ଆରୋପଣ କରିବାର ସବୁଠାରୁ ଭଲ ସମୟ
ಸಮಾನಾರ್ಥಕ : ରୋପଣ
ಇತರ ಭಾಷೆಗಳಿಗೆ ಅನುವಾದ :
The act of removing something from one location and introducing it in another location.
The transplant did not flower until the second year.ಅರ್ಥ : ସ୍ଥାପିତ କରିବାର କ୍ରିୟା
ಉದಾಹರಣೆ :
କୃତ୍ରିମ ଅଙ୍ଗର ଆରୋପଣଯୋଗୁଁ କେତେକ ବିକଳାଙ୍ଗଙ୍କୁ ସୁବିଧା ମିଳିଛି
ಸಮಾನಾರ್ಥಕ : ସ୍ଥାପନ
ಅರ್ಥ : ଊତକରେ କୌଣସି କୃତ୍ରିମ ଅଙ୍ଗକୁ ସ୍ଥାୟୀ ରୂପରେ ବସାଇବା ବା ଲଗାଇବାର କ୍ରିୟା
ಉದಾಹರಣೆ :
ଆଜିକାଲି ଆଖିରେ ଲେନ୍ସର ଆରୋପଣ ସହଜ ହୋଇଯାଇଛି
ಸಮಾನಾರ್ಥಕ : ଅଙ୍ଗ ଆରୋପଣ, ଅଙ୍ଗାରୋପଣ, ଇଂପ୍ଲାଂଟ, ଇମ୍ପ୍ଲାଣ୍ଟ
ಇತರ ಭಾಷೆಗಳಿಗೆ ಅನುವಾದ :
ऊतक में किसी कृत्रिम अंग को स्थाई रूप से बैठाने या लगाने की क्रिया।
आजकल आँख में लेंस का आरोपण आसान हो गया है।A surgical procedure that places something in the human body.
The implantation of radioactive pellets in the prostate gland.