ಪುಟದ ವಿಳಾಸವನ್ನು ನಕಲಿಸಿ ಟ್ವಿಟರ್ ನಲ್ಲಿ ಹಂಚಿಕೊಳ್ಳಿ ವಾಟ್ಸಪ್ ನಲ್ಲಿ ಹಂಚಿಕೊಳ್ಳಿ ಫೇಸ್ಬುಕ್ ನಲ್ಲಿ ಹಂಚಿಕೊಳ್ಳಿ
ಗೂಗಲ್ ಪ್ಲೇನಲ್ಲಿ ಪಡೆಯಿರಿ
ಸಮಾನಾರ್ಥಕ ಮತ್ತು ವಿರೋಧಾಭಾಸಗಳೊಂದಿಗೆ ଓଡ଼ିଆ ನಿಘಂಟಿನಿಂದ ଆରାଧନା କରିବା ಪದದ ಅರ್ಥ ಮತ್ತು ಉದಾಹರಣೆಗಳು.

ଆରାଧନା କରିବା   କ୍ରିୟାପଦ

ಅರ್ಥ : ପରମ୍ପରାଗତ ଧାର୍ମିକ ଭଜନ ଆରମ୍ଭ କରିବା ବା ପରମ୍ପରାଗତ ଧାର୍ମିକ ଭଜନ ଚାଲୁ କରିବା

ಉದಾಹರಣೆ : ଆପଣ ଏହି ମନ୍ଦିରରେ ବି ପରମ୍ପରାଗତ ଧାର୍ମିକ ଭଜନ ଆରମ୍ଭ କରନ୍ତୁ

ಸಮಾನಾರ್ಥಕ : ଭଜନ ଆରମ୍ଭ କରିବା, ଭଜନ ଚାଲୁ କରିବା, ଭଜନକୀର୍ତ୍ତନ କରିବା, ମହିମାକୀର୍ତ୍ତନ ଆରମ୍ଭ କରିବା, ସ୍ତବଗାନ ଆରମ୍ଭ କରିବା


ಇತರ ಭಾಷೆಗಳಿಗೆ ಅನುವಾದ :

* परम्परागत धार्मिक भजन को शुरू करना या परम्परागत धार्मिक भजन का चलन करना।

आप इस मंदिर में भी परम्परागत धार्मिक भजन शुरू कीजिए।
भजन शुरू करना

ಅರ್ಥ : ଦେବୀ-ଦେବତାଙ୍କୁ ପ୍ରସନ୍ନ କରିବା ନିମନ୍ତେ ଶ୍ରଦ୍ଧା,ସମ୍ମାନ, ବିନୟଆଦି ପ୍ରକାଶ କରିବା

ಉದಾಹರಣೆ : ସନ୍ଥ ଲୋକମାନେ ସବୁବେଳେ ଭଗବାନଙ୍କର ପୂଜା କରନ୍ତି

ಸಮಾನಾರ್ಥಕ : ଅର୍ଚ୍ଚନା କରିବା, ଉପାସନା କରିବା, ପୂଜା କରିବା


ಇತರ ಭಾಷೆಗಳಿಗೆ ಅನುವಾದ :

देवी-देवताओं को प्रसन्न करने के लिए श्रद्धा, सम्मान, विनय आदि प्रकट करना।

संत लोग हमेशा भगवान की पूजा करते हैं।
अरचना, अराधना, अर्चना करना, अवराधना, आराधना करना, उपासना करना, पूजना, पूजा करना

Show devotion to (a deity).

Catholic Christians worship Jesus Christ on the cross.
worship