ಅರ್ಥ : ଗ୍ରୀଷ୍ମ ପ୍ରଧାନ ଦେଶରେ ମିଳୁଥିବା ଏକ ବଡ଼ ଚିରହରିତ ଗଛ ଯାହାର ରସାଳ ଫଳ ଖିଆଯାଏ ବା ଚୋଷାଯାଏ
ಉದಾಹರಣೆ :
ଆମ୍ବ କାଠ ସାଜସଜ୍ଜା ବସ୍ତୁ ତିଆରିପାଇଁ ବ୍ୟବହାର କରାଯାଏ
ಇತರ ಭಾಷೆಗಳಿಗೆ ಅನುವಾದ :
गर्म देशों में पाया जाने वाला एक बड़ा, सदाबहार पेड़ जिसके रसीले फल खाए या चूसे जाते हैं।
आम की लकड़ी का उपयोग साज-सज्जा की वस्तुएँ बनाने में किया जाता है।Large evergreen tropical tree cultivated for its large oval fruit.
mangifera indica, mango, mango treeಅರ್ಥ : ଗୋଟିଏ ଫଳ ଯାହା ଚୋଷି ଖିଆଯାଏ
ಉದಾಹರಣೆ :
ଶୁଆ ଗଛ ଉପରେ ବସି ଆମ୍ବ ଖାଉଛି ଶାସ୍ତ୍ରରେ ଆମ୍ବକୁ ଇନ୍ଦ୍ରାସନୀ ଫଳ ବୋଲି କୁହାଯାଇଛି
ಇತರ ಭಾಷೆಗಳಿಗೆ ಅನುವಾದ :
Large oval tropical fruit having smooth skin, juicy aromatic pulp, and a large hairy seed.
mangoಅರ್ಥ : ଯେଉଁ ରୋଗରେ ଶରୀରରୁ ବାରମ୍ବାର ଚିକ୍କଣ, ଧଳା ଅଠାଳିଆ ମଳ ବାହାରେ
ಉದಾಹರಣೆ :
ଆମାତିସାର ପୀଡ଼ିତ ବ୍ୟକ୍ତିକୁ ବାରମ୍ବାର ଶୌଚାଳୟକୁ ଯିବାକୁ ପଡ଼େ
ಸಮಾನಾರ್ಥಕ : ଆମାତିସାର
ಇತರ ಭಾಷೆಗಳಿಗೆ ಅನುವಾದ :