ಅರ್ಥ : ପେଟ ଭିତରେ ଥଳିଭଳି ଏକ ଅଂଶ ଯେଉଁଥିରେ ଖାଇଥିବା ଖାଦ୍ୟପଦାର୍ଥ ଏକାଠି ହୋଇ ହଜମ ହୁଏ
ಉದಾಹರಣೆ :
ଅଧିକ ମସଲାଦିଆ ଖାଦ୍ୟ ଖାଇଲେ ପାକସ୍ଥଳୀ ଖରାପ ହୁଏ
ಸಮಾನಾರ್ಥಕ : ଉଦର, ଜଠର, ପାକସ୍ଥଳୀ
ಇತರ ಭಾಷೆಗಳಿಗೆ ಅನುವಾದ :
An enlarged and muscular saclike organ of the alimentary canal. The principal organ of digestion.
breadbasket, stomach, tum, tummy