ಅರ್ಥ : ଗାଈ-ମଇଁଷି ପାଳିବା ଓ ଦୁଧ ବିକିବା ଯେଉଁ ଜାତିର କାମ
ಉದಾಹರಣೆ :
ଔଦ୍ୟୋଗିକୀକରଣ କାରଣରୁ ଗୋପାଳ ଜାତି ନିଜ ପେଶାରୁ ଦୂରେଇ ଯାଉଛନ୍ତି
ಸಮಾನಾರ್ಥಕ : ଗଉଡ଼, ଗୋପାଳ, ବେହେରା
ಇತರ ಭಾಷೆಗಳಿಗೆ ಅನುವಾದ :
(Hinduism) a Hindu caste or distinctive social group of which there are thousands throughout India. A special characteristic is often the exclusive occupation of its male members (such as barber or potter).
jatiಅರ್ಥ : ଯେଉଁ ଛନ୍ଦର ପ୍ରତ୍ୟେକ ଚରଣରେ ଏଗାର ମାତ୍ରା ଏବଂ ଶେଷରେ ଜଗଣ ଥାଏ
ಉದಾಹರಣೆ :
ଏହି ପଦ ଆଭୀର ଛନ୍ଦର ଉଦାହରଣ
ಸಮಾನಾರ್ಥಕ : ଆଭୀର ଛନ୍ଦ
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ଯେଉଁ ପ୍ରାଚୀନ ଜନପଦରେ ଗୋପ ଜାତିର ଲୋକେ ରହୁଥିଲେ
ಉದಾಹರಣೆ :
ଆଭୀର ଲୋକେ ସୁଖୀ ଏବଂ ସମ୍ପନ୍ନ ଥିଲେ
ಸಮಾನಾರ್ಥಕ : ଆଭୀର ଜନପଦ
ಇತರ ಭಾಷೆಗಳಿಗೆ ಅನುವಾದ :
A region marked off for administrative or other purposes.
district, dominion, territorial dominion, territoryಅರ್ಥ : ଏକ ଯାଯାବର ଜନଜାତି
ಉದಾಹರಣೆ :
ଆଭୀର ଜନଜାତି ଉତ୍ତର-ପଶ୍ଚିମ ଭାରତରେ ଦେଖାଯାନ୍ତି
ಸಮಾನಾರ್ಥಕ : ଆଭୀର ଜନଜାତି
ಇತರ ಭಾಷೆಗಳಿಗೆ ಅನುವಾದ :