ಅರ್ಥ : ପ୍ରାର୍ଥନାକାରୀ ବା ଦରଖାସ୍ତ କରିଥିବା ବ୍ୟକ୍ତି
ಉದಾಹರಣೆ :
ଚାରି ଜାନୁଆରୀରେ ଆବେଦକ ନ୍ୟାୟାଳୟରେ ଉପସ୍ଥିତ ହେବା ଆବଶ୍ୟକ
ಸಮಾನಾರ್ಥಕ : ଦରଖାସ୍ତକାରୀ, ପ୍ରାର୍ଥୀ
ಇತರ ಭಾಷೆಗಳಿಗೆ ಅನುವಾದ :
याचिका या अर्ज़ी करने वाला व्यक्ति।
याचिकाकर्ता को चार जनवरी को अदालत में उपस्थित होना आवश्यक है।ಅರ್ಥ : ଯେ ଆବଦନ କରିଛି
ಉದಾಹರಣೆ :
ଏହି ପଦ ନିମନ୍ତେ ଶହେ କୋଡ଼ିଏ ଜଣ ଆବେଦକ ଆବେଦନ ପତ୍ର ଦାଖଲ କରିଛନ୍ତି
ಸಮಾನಾರ್ಥಕ : ଆବେଦନ କର୍ତ୍ତା
ಇತರ ಭಾಷೆಗಳಿಗೆ ಅನುವಾದ :
वह जिसने आवेदन किया हो।
इस पद के लिए सैकड़ों आवेदकों ने आवेदन-पत्र भरा है।ಅರ್ಥ : ପ୍ରାର୍ଥନା ବା ଆବେଦନ କରୁଥିବା ବ୍ୟକ୍ତି
ಉದಾಹರಣೆ :
ସମସ୍ତ ପ୍ରାର୍ଥୀଙ୍କ ଦରଖାସ୍ତ ଗ୍ରହଣ କରାଯିବ ନାହିଁ
ಸಮಾನಾರ್ಥಕ : ପ୍ରାର୍ଥନାକାରୀ, ପ୍ରାର୍ଥୀ
ಇತರ ಭಾಷೆಗಳಿಗೆ ಅನುವಾದ :
One praying humbly for something.
A suppliant for her favors.ಅರ್ಥ : ଯେ ଆବେଦନ କରିଛି
ಉದಾಹರಣೆ :
ପରିଚାଳକ ଆବେଦନକାରୀମାନଙ୍କୁ ଆଜି ସାକ୍ଷାତ ପାଇଁ ଡାକିଛନ୍ତି
ಸಮಾನಾರ್ಥಕ : ଆବେଦନକର୍ତ୍ତା, ଆବେଦନକାରୀ
ಇತರ ಭಾಷೆಗಳಿಗೆ ಅನುವಾದ :
जिसने आवेदन किया हो।
प्रबंधक ने आवेदक व्यक्तियों को आज साक्षात्कार के लिए बुलाया है।