ಸದಸ್ಯನಾಗು
ಪುಟ ವಿಳಾಸವನ್ನು ಕ್ಲಿಪ್ ಬೋರ್ಡ್ ಗೆ ನಕಲಿಸಿ.
ಅರ್ಥ : ଶରୀର ଉପରେ ଆଘାତଆଦି କାରଣରୁ ବା ଜନ୍ମରୁ ହୋଇଥିବା ଫୁଲା
ಉದಾಹರಣೆ : ତା ମଥାର ବାଁ ପଟେ ଗୋଟିଏ ଆବୁ ଅଛି
ಸಮಾನಾರ್ಥಕ : ବଥ, ବ୍ରଣ
ಇತರ ಭಾಷೆಗಳಿಗೆ ಅನುವಾದ :हिन्दी
शरीर की सतह पर चोट आदि के कारण या जन्मजात होनेवाला उभार।
ಅರ್ಥ : ଯେଉଁ ରୋଗରେ ଶରୀରରେ ଆବୁ ହୋଇଯାଏ
ಉದಾಹರಣೆ : ବହୁତ ଔଷଧ ଖାଇଲା ପରେବି ତାଙ୍କର ଆବୁ ଭଲ ହେଲା ନାହିଁ
ಸಮಾನಾರ್ಥಕ : ଟ୍ୟୁମର, ଫୁଲା
ಇತರ ಭಾಷೆಗಳಿಗೆ ಅನುವಾದ :हिन्दी English
एक रोग जिसमें शरीर में गाँठ पड़ जाती है।
An abnormal new mass of tissue that serves no purpose.
ಅರ್ಥ : ମାଂସ ଜମା ହେବା ଫଳରେ ପଡ଼ିଥିବା ଫୁଲା
ಉದಾಹರಣೆ : ଘାଆ ଶୁଖିଲା ପରେ ଏବେ ସେଠାରେ ଆବୁ ହୋଇଯାଇଛି
ಸಮಾನಾರ್ಥಕ : ଫୁଲା
माँस की जमी हुई गाँठ।
ಅರ್ಥ : ଯେଉଁ ରୋଗରେ ଶରୀର ଭିତରର ଛୋଟ ଗୋଲ ଗଣ୍ଠି ଫୁଲିଯାଏ
ಉದಾಹರಣೆ : ସେ ଗିଲଟିର ଅପରେସନ କରାଇଲ
ಸಮಾನಾರ್ಥಕ : ଗିଲଟି
वह रोग जिसमें शरीर के अंदर की छोटी गोल ग्रंथियाँ सूज जाती हैं।
ಸ್ಥಾಪನೆ