ಪುಟದ ವಿಳಾಸವನ್ನು ನಕಲಿಸಿ ಟ್ವಿಟರ್ ನಲ್ಲಿ ಹಂಚಿಕೊಳ್ಳಿ ವಾಟ್ಸಪ್ ನಲ್ಲಿ ಹಂಚಿಕೊಳ್ಳಿ ಫೇಸ್ಬುಕ್ ನಲ್ಲಿ ಹಂಚಿಕೊಳ್ಳಿ
ಗೂಗಲ್ ಪ್ಲೇನಲ್ಲಿ ಪಡೆಯಿರಿ
ಸಮಾನಾರ್ಥಕ ಮತ್ತು ವಿರೋಧಾಭಾಸಗಳೊಂದಿಗೆ ଓଡ଼ିଆ ನಿಘಂಟಿನಿಂದ ଆବିଷ୍କାର ಪದದ ಅರ್ಥ ಮತ್ತು ಉದಾಹರಣೆಗಳು.

ଆବିଷ୍କାର   ବିଶେଷ୍ୟ

ಅರ್ಥ : ଦେଖିବାପାଇଁ ବା ପାଇବାପାଇଁ କୌଣସି ବସ୍ତୁର ଅନ୍ୱେଷଣ କରି ତାହା କେମିତି ଓ କେଉଁଠି ଅଛି ତାକୁ ଜାଣିବା

ಉದಾಹರಣೆ : କଲମ୍ବସ୍‌ ଆମେରିକା ଆବିଷ୍କାର କରିଥିଲେ

ಸಮಾನಾರ್ಥಕ : ଅନ୍ୱେଷଣ


ಇತರ ಭಾಷೆಗಳಿಗೆ ಅನುವಾದ :

कोई चीज़ पाने या देखने के लिए पता लगाने की क्रिया कि वह कहाँ है और कैसी है।

कोलम्बस ने अमेरिका की खोज की।
खोज, तलब, तलाश, संधान

The act of discovering something.

discovery, find, uncovering

ಅರ್ಥ : ପୂର୍ବରୁ କାହାକୁ ଜଣା ନଥିବା କୌଣସି ନୂଆ ଜିନିଷ ତିଆରି କରିବା ବା ନୂଆ କଥା ଖୋଜି ବାହାର କରିବା କ୍ରିୟା

ಉದಾಹರಣೆ : ଗଣନାକାରୀଙ୍କ ଆବିଷ୍କାରଦ୍ୱାରା ସମାଜରେ ବଡ଼ ପରିବର୍ତ୍ତନ ଆସିଲା


ಇತರ ಭಾಷೆಗಳಿಗೆ ಅನುವಾದ :

कोई नई वस्तु तैयार करने या नई बात ढूँढ़ निकालने की क्रिया जो पहले किसी को मालूम न रही हो।

संगणक के आविष्कार ने समाज में एक बहुत बड़ा परिवर्तन ला दिया।
आविष्करण, आविष्कार, आविष्क्रिया, इजाद, ईजाद

The act of inventing.

invention