ಅರ್ಥ : ଯେଉଁ ଅବସ୍ଥାରେ କେହି ଫାନ୍ଦରେ ପଡ଼ି ଯାଏ ବା ପାଣିରେ ହେଉଥିବା ଭଉଁରୀର ଲାକ୍ଷଣିକ ପ୍ରୟୋଗ
ಉದಾಹರಣೆ :
ପଇସା ଚକ୍କରରେ ପ୍ରତ୍ୟେକ ବ୍ୟକ୍ତି ଫସି ଯାଇଛନ୍ତି
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ଗୋଟିଏ ପ୍ରକାରର ଖଣିଜ ପଦାର୍ଥ
ಉದಾಹರಣೆ :
ଔଷଧଭାବରେ ସ୍ୱର୍ଣ୍ଣମଖୀର ପ୍ରୟୋଗ ହୋଇଥାଏ
ಸಮಾನಾರ್ಥಕ : ଅସ୍ମ, ତାପୀଜ, ସ୍ୱର୍ଣ୍ଣମଖୀ
ಇತರ ಭಾಷೆಗಳಿಗೆ ಅನುವಾದ :
एक प्रकार का खनिज पदार्थ।
सोनमक्खी का प्रयोग औषध के रूप में होता है।ಅರ್ಥ : ଗୋଟିଏ ପ୍ରକାରର ରେଶମ ପୋକ
ಉದಾಹರಣೆ :
ସେ ସ୍ୱର୍ଣ୍ଣମଖୀ ପାଳନ କରୁଛି
ಸಮಾನಾರ್ಥಕ : ଅବରତ, ସ୍ୱର୍ଣ୍ଣମଖୀ
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ଜଳପ୍ରବାହର ଯେଉଁ ସ୍ଥାନରେ ଜଳ ଗୋଟିଏ କେନ୍ଦ୍ରରେ ଚକ୍କର ଖାଇ ବୁଲୁଥାଏ
ಉದಾಹರಣೆ :
ସେ ନଈରେ ଗାଧୋଉଥିବା ସମୟରେ ଭଉଁରୀରେ ପଡ଼ି ବୁଡ଼ିଗଲା
ಇತರ ಭಾಷೆಗಳಿಗೆ ಅನುವಾದ :