ಪುಟದ ವಿಳಾಸವನ್ನು ನಕಲಿಸಿ ಟ್ವಿಟರ್ ನಲ್ಲಿ ಹಂಚಿಕೊಳ್ಳಿ ವಾಟ್ಸಪ್ ನಲ್ಲಿ ಹಂಚಿಕೊಳ್ಳಿ ಫೇಸ್ಬುಕ್ ನಲ್ಲಿ ಹಂಚಿಕೊಳ್ಳಿ
ಗೂಗಲ್ ಪ್ಲೇನಲ್ಲಿ ಪಡೆಯಿರಿ
ಸಮಾನಾರ್ಥಕ ಮತ್ತು ವಿರೋಧಾಭಾಸಗಳೊಂದಿಗೆ ଓଡ଼ିଆ ನಿಘಂಟಿನಿಂದ ଆନନ୍ଦିତହେବା ಪದದ ಅರ್ಥ ಮತ್ತು ಉದಾಹರಣೆಗಳು.

ଆନନ୍ଦିତହେବା   କ୍ରିୟାପଦ

ಅರ್ಥ : କାହାର ମନରେ କୌଣସି କଥାର ଇଚ୍ଛା ବା ଉତ୍କଂଠା ଉତ୍ପନ୍ନ କରିବା

ಉದಾಹರಣೆ : ଭାଇଙ୍କର ବିଦେଶରୁ ଫେରିବା ଖବର ଶୁଣିକରି ଭାଉଜଙ୍କ ମନ ଚଳଚଞ୍ଚଳ ହୋଇଗଲା

ಸಮಾನಾರ್ಥಕ : ଚଳଚଞ୍ଚଳ ହେବା, ଛନଛନହେବା, ପ୍ରଫୁଲ୍ଲିତହେବା


ಇತರ ಭಾಷೆಗಳಿಗೆ ಅನುವಾದ :

किसी के मन में किसी बात की इच्छा या उत्कंठा उत्पन्न करना।

भैया के विदेश से लौटने की ख़बर सुनकर भाभी का मन गुदगुदाया।
गुदगुदाना

ಅರ್ಥ : ଚିନ୍ତା ବା ଦୁଃଖ କଥା ଭୁଲି ମନକୁ ଅନ୍ୟ ଆଡ଼େ ଲଗେଇବା

ಉದಾಹರಣೆ : ଧ୍ୟାନ କଲେ ମନ ଖୁସି ରହେ

ಸಮಾನಾರ್ಥಕ : ଆମୋଦିତ ହେବା, ଖୁସିହେବା, ପ୍ରଫୁଲ୍ଲିତ ହେବା


ಇತರ ಭಾಷೆಗಳಿಗೆ ಅನುವಾದ :

चिंता या दुख की बात भूलकर चित्त का दूसरी ओर लगना।

ध्यान करने से मन बहलता है।
बहलना

Occupy in an agreeable, entertaining or pleasant fashion.

The play amused the ladies.
amuse, disport, divert