ಪುಟದ ವಿಳಾಸವನ್ನು ನಕಲಿಸಿ ಟ್ವಿಟರ್ ನಲ್ಲಿ ಹಂಚಿಕೊಳ್ಳಿ ವಾಟ್ಸಪ್ ನಲ್ಲಿ ಹಂಚಿಕೊಳ್ಳಿ ಫೇಸ್ಬುಕ್ ನಲ್ಲಿ ಹಂಚಿಕೊಳ್ಳಿ
ಗೂಗಲ್ ಪ್ಲೇನಲ್ಲಿ ಪಡೆಯಿರಿ
ಸಮಾನಾರ್ಥಕ ಮತ್ತು ವಿರೋಧಾಭಾಸಗಳೊಂದಿಗೆ ଓଡ଼ିଆ ನಿಘಂಟಿನಿಂದ ଆନନ୍ଦିତ ಪದದ ಅರ್ಥ ಮತ್ತು ಉದಾಹರಣೆಗಳು.

ଆନନ୍ଦିତ   ବିଶେଷଣ

ಅರ್ಥ : ହର୍ଷ, ପ୍ରେମଆଦିର ଉତ୍ତେଜନାରେ ପୂର୍ଣ୍ଣ

ಉದಾಹರಣೆ : ଭିକାରୀ ଆଶାତୀତ ଧନ ପାଇକରି ଆନନ୍ଦିତ ହୋଇଗଲା

ಸಮಾನಾರ್ಥಕ : ଉଲ୍ଲେସିତ, ଗଦଗଦ, ପ୍ରଫୁଲ୍ଲିତ


ಇತರ ಭಾಷೆಗಳಿಗೆ ಅನುವಾದ :

हर्ष, प्रेम आदि के आवेश से पूर्ण।

घर में अभाव के बावजूद गदगद वातावरण था।
गदगद, गद्गद

Feeling great rapture or delight.

ecstatic, enraptured, rapt, rapturous, rhapsodic

ಅರ್ಥ : ଯାହାର ମନୋରଞ୍ଜନ ହୋଇଛି

ಉದಾಹರಣೆ : ଶିଶୁ କଳାକାରମାନଙ୍କଦ୍ୱାରା ପ୍ରଦର୍ଶିତ ନାଟକରେ ଦର୍ଶକ ଆନନ୍ଦିତ ହେଲେ

ಸಮಾನಾರ್ಥಕ : ଆନଂଦିତ, ଆଲ୍ଲାଦିତ, ବିନୋଦିତ


ಇತರ ಭಾಷೆಗಳಿಗೆ ಅನುವಾದ :

जिसका मनोरंजन हुआ हो।

बाल कलाकारों द्वारा दिखाये गये नाटक से दर्शक मनोरंजित हुए।
आनंदित, प्रह्लादित, मनोरंजित, विनोदित

Pleasantly occupied.

We are not amused.
amused, diverted, entertained

ಅರ್ಥ : ଯିଏ ପ୍ରସନ୍ନ ହୋଇଛି

ಉದಾಹರಣೆ : ପଦୋନ୍ନତିର ଖବର ଶୁଣାଇବା ନିମନ୍ତେ ମନୋଜ ପ୍ରସନ୍ନ ମନରେ ଘରେ ପହଁଚିଲା ଚିଡ଼ିଆଖାନା ଭ୍ରମଣ ପରେ ପିଲାମାନେ ଖୁସି ହେଲେ

ಸಮಾನಾರ್ಥಕ : ଆମୋଦିତ, ଆହ୍ଲାଦିତ, ଉଲ୍ଲସିତ, ଖୁସି, ପୁଲକିତ, ପ୍ରଫୁଲ୍ଲ, ପ୍ରଫୁଲ୍ଲିତ, ପ୍ରମୋଦିତ, ପ୍ରସନ୍ନ, ବିନୋଦିତ, ହର୍ଷିତ


ಇತರ ಭಾಷೆಗಳಿಗೆ ಅನುವಾದ :

Full of high-spirited delight.

A joyful heart.
elated, gleeful, joyful, jubilant

ಅರ್ಥ : ବହୁତ ଅଧିକ ପ୍ରସନ୍ନ

ಉದಾಹರಣೆ : ମା ନିଜର ହଜିଥିବା ପୁଅକୁ ପାଇ ଆନନ୍ଦିତ ହୋଇଗଲେ

ಸಮಾನಾರ್ಥಕ : ଉଲ୍ଲସିତ, ଗଦଗଦ, ପ୍ରଫୁଲ୍ଲିତ


ಇತರ ಭಾಷೆಗಳಿಗೆ ಅನುವಾದ :

बहुत अधिक प्रसन्न।

बेटे के आगमन से गदगद माँ की आँखों में आँसू भरे थे।
गदगद, गद्गद

Greatly pleased.

delighted