ಪುಟದ ವಿಳಾಸವನ್ನು ನಕಲಿಸಿ ಟ್ವಿಟರ್ ನಲ್ಲಿ ಹಂಚಿಕೊಳ್ಳಿ ವಾಟ್ಸಪ್ ನಲ್ಲಿ ಹಂಚಿಕೊಳ್ಳಿ ಫೇಸ್ಬುಕ್ ನಲ್ಲಿ ಹಂಚಿಕೊಳ್ಳಿ
ಗೂಗಲ್ ಪ್ಲೇನಲ್ಲಿ ಪಡೆಯಿರಿ
ಸಮಾನಾರ್ಥಕ ಮತ್ತು ವಿರೋಧಾಭಾಸಗಳೊಂದಿಗೆ ଓଡ଼ିଆ ನಿಘಂಟಿನಿಂದ ଆଧୁନିକ ಪದದ ಅರ್ಥ ಮತ್ತು ಉದಾಹರಣೆಗಳು.

ଆଧୁନିକ   ବିଶେଷ୍ୟ

ಅರ್ಥ : ଆଧୁନିକ ହେବାର ଅବସ୍ଥା ବା ଭାବ

ಉದಾಹರಣೆ : ଆଧୁନିକତାର ଅର୍ଥ ଏହା ନୁହେଁ ଯେ ଆମେ ଆମର ପୁରୁଣା ନୀତି-ନିୟମକୁ ଭୁଲିଯିବା

ಸಮಾನಾರ್ಥಕ : ଅର୍ବାଚୀନତା, ଆଧୁନିକ କାଳୀନତା, ଆଧୁନିକତା


ಇತರ ಭಾಷೆಗಳಿಗೆ ಅನುವಾದ :

आधुनिक होने की अवस्था या भाव।

आधुनिकता का अर्थ यह नहीं है कि हम अपने पुराने रीति-रिवाजों को भूल जाएँ।
अर्वाचीनता, आधुनिक कालीनता, आधुनिकता

The quality of being current or of the present.

A shopping mall would instill a spirit of modernity into this village.
contemporaneity, contemporaneousness, modernism, modernity, modernness

ଆଧୁନିକ   ବିଶେଷଣ

ಅರ್ಥ : ଯାହା ବର୍ତ୍ତମାନ କାଳ ସହିତ ସମ୍ବନ୍ଧିତ ବା ବର୍ତ୍ତମାନ କାଳର

ಉದಾಹರಣೆ : ବିଶ୍ୱର ବର୍ତ୍ତମାନକାଳୀନ ରାଜନୈତିକ ପରିସ୍ଥିତିଗୁଡ଼ିକର ଖବର ସମସ୍ତେ ଜାଣିବା ଆବଶ୍ୟକ

ಸಮಾನಾರ್ಥಕ : ଏବେର, ବର୍ତ୍ତମାନ କାଳୀନ, ସମ ସାମୟିକ, ସାମ୍ପ୍ରତିକ, ହାଲ


ಇತರ ಭಾಷೆಗಳಿಗೆ ಅನುವಾದ :

जो वर्तमान काल से संबंधित हो या वर्तमान काल का।

विश्व की वर्तमान कालीन राजनैतिक परिस्थितियों की ख़बर सबको रखनी चाहिए।
मौजूदा, वर्तमान, वर्तमान कालीन, सामयिक, हालिया

Belonging to the present time.

Contemporary leaders.
contemporary, present-day

ಅರ್ಥ : ବର୍ତ୍ତମାନ ବା ଏହି ସମୟ ସହ ସମ୍ବନ୍ଧିତ

ಉದಾಹರಣೆ : ଆଧୁନିକ ଭାରତୀୟ ସମାଜ ଭ୍ରଷ୍ଟାଚାର ଆଡ଼କୁ ଉଗ୍ରସର ହେଉଛି

ಸಮಾನಾರ್ಥಕ : ଅଦ୍ୟତନ, ଅଧୁନାତନ, ଅପ୍ରାଚୀନ, ଆଜିକାଲି, ଇଦାନୀଂ, ଇଦାନୀଂତନ, ଏବର, ନବୀନ, ନୂଆ, ନୂତନ, ବର୍ତ୍ତମାନ, ସାମ୍ପ୍ରତିକ


ಇತರ ಭಾಷೆಗಳಿಗೆ ಅನುವಾದ :

जिस पर इस समय की बातों या विशेषताओं की पूरी छाप हो।

आधुनिक पहनावा, शिष्टाचार आदि कितने बदल गए हैं।
अकालातीत, अद्यतन, अधुनातन, अपुराण, अपुरातन, अपूर्वकालीन, अप्राचीन, अर्वाचीन, आज का, आधुनिक, इदानीतन, मौजूदा, वर्तमान, सांप्रतिक, साम्प्रतिक