ಅರ್ಥ : କୌଣସି କଥା ବା ଘଟଣାଆଦିକୁ ଡରିବା
ಉದಾಹರಣೆ :
ଗାଁରେ ନରଭକ୍ଷୀ ବାଘ ଆସିବାର ଖବର ଶୁଣି ସବୁଲୋକ ଆତଙ୍କିତ ହୋଇଗଲେ
ಸಮಾನಾರ್ಥಕ : ଡରିବା, ଭୟଭୀତ ହେବା
ಇತರ ಭಾಷೆಗಳಿಗೆ ಅನುವಾದ :
किसी बात या घटना आदि से डरना या घबड़ा जाना।
गाँव में नरभक्षी शेर के आने की ख़बर सुनकर सभी लोग आतंकित हो गए हैं।Be overcome by a sudden fear.
The students panicked when told that final exams were less than a week away.ಅರ್ಥ : ଭୟ ବା ଦୁଃଖରେ ମନ ଚଞ୍ଚଳ ହେବା
ಉದಾಹರಣೆ :
କୌଣସି ଅନିଷ୍ଟ ଆଶଙ୍କାରେ ମନ ଆତଙ୍କିତ ହେଉଛି
ಸಮಾನಾರ್ಥಕ : ଆଶଙ୍କିତ ହେବା, ଡରିବା, ହଡ଼ବଡ଼େଇଯିବା
ಇತರ ಭಾಷೆಗಳಿಗೆ ಅನುವಾದ :
Be overcome by a sudden fear.
The students panicked when told that final exams were less than a week away.