ಪುಟದ ವಿಳಾಸವನ್ನು ನಕಲಿಸಿ ಟ್ವಿಟರ್ ನಲ್ಲಿ ಹಂಚಿಕೊಳ್ಳಿ ವಾಟ್ಸಪ್ ನಲ್ಲಿ ಹಂಚಿಕೊಳ್ಳಿ ಫೇಸ್ಬುಕ್ ನಲ್ಲಿ ಹಂಚಿಕೊಳ್ಳಿ
ಗೂಗಲ್ ಪ್ಲೇನಲ್ಲಿ ಪಡೆಯಿರಿ
ಸಮಾನಾರ್ಥಕ ಮತ್ತು ವಿರೋಧಾಭಾಸಗಳೊಂದಿಗೆ ଓଡ଼ିଆ ನಿಘಂಟಿನಿಂದ ଆଣିବା ಪದದ ಅರ್ಥ ಮತ್ತು ಉದಾಹರಣೆಗಳು.

ଆଣିବା   ବିଶେଷ୍ୟ

ಅರ್ಥ : କୌଣସି ବସ୍ତୁ, ବ୍ୟକ୍ତି ଆଦିକୁ ଯେକୌଣସି ସ୍ଥାନରୁ ନେଇଆସିବାର କ୍ରିୟା

ಉದಾಹರಣೆ : ବଜାରରୁ ଦୁଧ ଆଣିବାରେ ମୋର ଡେରିହୋଇଗଲା


ಇತರ ಭಾಷೆಗಳಿಗೆ ಅನುವಾದ :

किसी वस्तु, व्यक्ति आदि को कहीं से लेकर आने की क्रिया।

मुझे बाजार से दूध लाने में देर हो गई।
आनयन, लाना

ଆଣିବା   କ୍ରିୟାପଦ

ಅರ್ಥ : ମୂଳ ସ୍ଥିତିକୁ ଆଣିବା ବା ପୂର୍ବରୁ ହେଲାଭଳି କରିବା

ಉದಾಹರಣೆ : ସରକାର ଏହି ଜଙ୍ଗଲକୁ ଏହାର ମୂଳ ଓ ଅପରିବର୍ତ୍ତିତ ଅବସ୍ଥାକୁ ଆଣିବେ

ಸಮಾನಾರ್ಥಕ : ପୂର୍ବରୁ ହେଲାଭଳି କରିବା, ପୂର୍ବାବସ୍ଥାକୁ ଆଣିବା, ମୂଳ ସ୍ଥିତିକୁ ଆଣିବା


ಇತರ ಭಾಷೆಗಳಿಗೆ ಅನುವಾದ :

* मूल स्थिति में लाना या पहले जैसा करना।

सरकार इस जंगल को इसके मूल और अपरिवर्तित अवस्था में लाएगी।
पहले जैसा करना, लाना

Return to its original or usable and functioning condition.

Restore the forest to its original pristine condition.
reconstruct, restore

ಅರ್ಥ : ବର୍ତ୍ତମାନର ଅବସ୍ଥାରେ ଅନ୍ତର ଆଣିବା ବା ଉପରତଳ କରିବା

ಉದಾಹರಣೆ : ଏହି ବେତନ ବୃଦ୍ଧି ମୋ ଜୀବନ ସ୍ତରରେ କୌଣସି ସୁଧାର ଆଣିବନାହିଁ

ಸಮಾನಾರ್ಥಕ : କରିବା, ପରିବର୍ତ୍ତନ କରିବା, ବଦଳାଇବା


ಇತರ ಭಾಷೆಗಳಿಗೆ ಅನುವಾದ :

* वर्तमान अवस्था में अंतर लाना या नीचे-ऊपर करना।

यह वेतन वृद्धि मेरे जीवन स्तर में कोई सुधार नहीं लाएगी।
करना, लाना

Amount to.

This salary increase makes no difference to my standard of living.
make

ಅರ್ಥ : ନେଇକି ଆସିବା

ಉದಾಹರಣೆ : ବାପା ଆମ୍ବ ଆଣିଲେ

ಸಮಾನಾರ್ಥಕ : ନେଇଆସିବା


ಇತರ ಭಾಷೆಗಳಿಗೆ ಅನುವಾದ :

लेकर आना।

पिताजी आम लाए।
आनना, लाना

Take something or somebody with oneself somewhere.

Bring me the box from the other room.
Take these letters to the boss.
This brings me to the main point.
bring, convey, take