ಅರ್ಥ : ଅତ୍ୟଧିକ ଫୁଲିବା ବା ବ୍ୟାପିବାର କ୍ରିୟା
ಉದಾಹರಣೆ :
ଶାରିରୀକ ଆଟୋପପାଇଁ ବେଳେବେଳେ ହରମନଗୁଡିକ ଦାୟୀ ବୋଲି ଗ୍ରହଣ କରାଯାଇଛି
ಇತರ ಭಾಷೆಗಳಿಗೆ ಅನುವಾದ :
बहुत अधिक फूलने या फैलने की क्रिया।
शारीरिक आटोप के लिए कभी-कभी हार्मोनों को भी जिम्मेदार पाया गया है।ಅರ್ಥ : ପେଟରେ ହେଉଥିବା ଗୁଡୁଗୁଡୁ ଶବ୍ଦ
ಉದಾಹರಣೆ :
ବାୟୁ କାରଣରୁ ହିଁ ଆଟୋପ ହୋଇଥାଏ
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ଅନ୍ୟମାନଙ୍କୁ ନିଜ ବଳ ଏବଂ ବୈଭବ ଅତ୍ୟନ୍ତ ବଢାଇକରି ଦେଖାଇବାପାଇଁ ଯେଉଁ ଆଡମ୍ବର ବା ସମାରୋହ କରାଯାଏ
ಉದಾಹರಣೆ :
ଆଜିକାଲି ପ୍ରତ୍ୟେକ ସ୍ଥାନରେ ଆଟୋପର ହିଁ ପ୍ରତିପତ୍ତି ଅଧିକ
ಸಮಾನಾರ್ಥಕ : ଦେଖେଇହବା, ବାହ୍ୟ ଆଡମ୍ବର, ଲୋକଦେଖାଣିଆ ଦୃଶ୍ୟ
ಇತರ ಭಾಷೆಗಳಿಗೆ ಅನುವಾದ :
ऐसा आडंबर या तड़क भड़क जो दूसरों को अपना बल और वैभव बहुत बढ़ाकर दिखलाने के लिए किया जाए।
आजकल हर जगह आटोप का ही बोलबाला है।