ಅರ್ಥ : ଯିଏ ଏହା ନ ବୁଝିପାରେ ଯେ ବର୍ତ୍ତମାନ କଣ କରିବା ଆବଶ୍ୟକ
ಉದಾಹರಣೆ :
ଆଚମ୍ବିତ ଚପରାସୀ ଅଧିକାରୀଙ୍କୁ ଦେଖି ଆହୁରି ଡରିଗଲା
ಸಮಾನಾರ್ಥಕ : କାବା, କିଂକର୍ତ୍ତବ୍ୟ ବିମୂଢ଼, ହତବୁଦ୍ଧି
ಅರ್ಥ : ଯେ ଆଶ୍ଚର୍ୟ ହୋଇଯାଇଛି
ಉದಾಹರಣೆ :
ତା କାମ ଦେଖିକରି ଆମେ ସବୁ ଆଚମ୍ବିତ ହୋଇଗଲୁ
ಸಮಾನಾರ್ಥಕ : ଆଶ୍ଚର୍ୟଚକିତ, ଆଶ୍ଚର୍ୟାନ୍ୱିତ, ଚମତକୃତ
ಇತರ ಭಾಷೆಗಳಿಗೆ ಅನುವಾದ :
Filled with the emotional impact of overwhelming surprise or shock.
An amazed audience gave the magician a standing ovation.