ಅರ್ಥ : ଭୋଜନ ପରେ ହାତମୁହଁ ଧୋଇବା ଓ କୁଳି କରିବା
ಉದಾಹರಣೆ :
ସେ ଭୋଜନ ପରେ ଭଲଭାବେ ଆଚମନ କଲେ
ಸಮಾನಾರ್ಥಕ : ହସ୍ତମୁଖାଦି ପ୍ରକ୍ଷାଳନ କରିବା
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ପୂଜା ବା ଧର୍ମ ସମ୍ବନ୍ଧୀୟ କାମରେ ଡାହାଣ ହାତରେ ଅଳ୍ପ ଜଳ ନେଇ ମନ୍ତ୍ରପଢ଼ି ପିଇବା
ಉದಾಹರಣೆ :
ପଣ୍ଡିତେ ପୂଜା କରିବା ସମୟରେ ଅନେକଥର ଆଚମନ କରନ୍ତି
ಇತರ ಭಾಷೆಗಳಿಗೆ ಅನುವಾದ :