ಅರ್ಥ : ଯଜ୍ଞରେ ଅଗ୍ନିଙ୍କୁ ପ୍ରଜ୍ଜଳିତ କରୁଥିବା ବ୍ରାହ୍ମଣ
ಉದಾಹರಣೆ :
ସାଗ୍ନିକ ବ୍ରାହ୍ମଣ ମନ୍ତ୍ର ଉଚ୍ଚାରଣ ପୂର୍ବକ ଯଜ୍ଞରେ ଅଗ୍ନି ପ୍ରଜ୍ଜଳିତ କଲେ
ಸಮಾನಾರ್ಥಕ : ସାଗ୍ନିକ
ಇತರ ಭಾಷೆಗಳಿಗೆ ಅನುವಾದ :
यज्ञ में अग्नि प्रज्वलित करने वाला पुरोहित।
आग्नीध्र ने मंत्रोच्चार के साथ यज्ञ में अग्नि प्रज्वलित की।A person who performs religious duties and ceremonies in a non-Christian religion.
non-christian priest, priestಅರ್ಥ : ମନୁଙ୍କ ଦ୍ୱାଦଶ ପୁତ୍ରଙ୍କ ମଧ୍ୟରୁ ଜଣେ
ಉದಾಹರಣೆ :
ବିଷ୍ଣୁ ପୁରାଣରେ ଆଗ୍ନିଧ୍ରଙ୍କ ଉଲ୍ଲେଖ ରହିଛି
ಇತರ ಭಾಷೆಗಳಿಗೆ ಅನುವಾದ :
An imaginary being of myth or fable.
mythical beingಅರ್ಥ : ଯଜ୍ଞରେ ଅଗ୍ନି ପ୍ରଜ୍ଜଳିତ କରିବା କାମ
ಉದಾಹರಣೆ :
ଆଗ୍ନିଧ୍ର ନିମନ୍ତେ ମନ୍ତ୍ରୋଚାରଣ ହେଉଛି
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ସ୍ୱାୟଂଭୁବମନୁଙ୍କ ପୁତ୍ର ପ୍ରିୟବ୍ରତଙ୍କ ଦଶ ପୁତ୍ରଙ୍କ ମଧ୍ୟରୁ ଜଣେ
ಉದಾಹರಣೆ :
ଭାଗବତ ପୁରାଣ ଅନୁସାରେ ଆଗ୍ନିଧ୍ର ଜମ୍ବୁଦ୍ୱୀପର ରାଜା ଥିଲେ
ಇತರ ಭಾಷೆಗಳಿಗೆ ಅನುವಾದ :
स्वायंभुवमनु के पुत्र प्रियव्रत के दस पुत्रों में से एक।
भागवत पुराण के अनुसार आग्नीध्र जम्बूद्वीप के राजा थे।An imaginary being of myth or fable.
mythical being