ಅರ್ಥ : କାହାକୁ ନିଜର ମିଛ ବ୍ୟବହାରଦ୍ୱାରା ଭ୍ରମରେ ପକାଇବା
ಉದಾಹರಣೆ :
ଚୋର ଫେରାର ହେବାପାଇଁ ସିପାହୀ ଆଖିରେ ଧୂଳି ଦେଲା
ಸಮಾನಾರ್ಥಕ : ଚକମା ଦେବା
ಇತರ ಭಾಷೆಗಳಿಗೆ ಅನುವಾದ :
किसी को अपने झूठे व्यवहार से भ्रम में डाल देना।
चोर फ़रार होने के लिए सिपाही को चकमा दिया।Deceive somebody.
We tricked the teacher into thinking that class would be cancelled next week.ಅರ್ಥ : କାହା ସାଥିରେ କପଟପୂର୍ଣ୍ଣ ବ୍ୟବହାର କରିବା
ಉದಾಹರಣೆ :
ସେ ମୋ ସହିତ ଛଳନା କଲା
ಸಮಾನಾರ್ಥಕ : ଛଳ କରିବା ଧୋକାଦେବା, ଛଳନା କରିବା, ପ୍ରବଞ୍ଚନା କରିବା
ಇತರ ಭಾಷೆಗಳಿಗೆ ಅನುವಾದ :
किसी के साथ कपटपूर्ण व्यवहार करना।
उसने मुझे छला।