ಅರ್ಥ : ପ୍ରତ୍ୟେକ ମୁହୂର୍ତ୍ତ ବା ପ୍ରତ୍ୟେକ ସମୟ
ಉದಾಹರಣೆ :
ଆମେ ସବୁବେଳେ ସତ କହିବା
ಸಮಾನಾರ್ಥಕ : ଅନବଧି, ଅନବରତ, ଅହର୍ନିଶ, ଦିନରାତି, ନିରନ୍ତର, ନିଶିଦିବସ, ସଦାବେଳେ, ସବୁବେଳେ, ସବୁସମୟରେ, ସର୍ବଦା, ହରଦମ
ಇತರ ಭಾಷೆಗಳಿಗೆ ಅನುವಾದ :
हर एक पल या हर समय।
हमें हमेशा सत्य बोलना चाहिए।ಅರ್ಥ : ବିନା ବିରାମରେ, ବିନା କ୍ରମଭଙ୍ଗରେ ବା ନ ଅଟକି
ಉದಾಹರಣೆ :
ଦୁଇ ଘଣ୍ଟା ଧରି ଲଗାତାର ବର୍ଷା ହେଉଛି ସଚିନ ଲାଗଲାଗ ଛକା ଲଗେଇଚାଲିଛି
ಸಮಾನಾರ್ಥಕ : ଅନବରତ, ଅବିରତ, ଅବିରାମ, ଅବିଶ୍ରାନ୍ତ, ଧମାଧମ, ନିରନ୍ତର, ଲଗାତାର, ଲାଗଲାଗ
ಇತರ ಭಾಷೆಗಳಿಗೆ ಅನುವಾದ :
बिना विराम के या बिना रुके या बिना क्रम-भंग के।
दो घंटे से लगातार बारिश हो रही है।