ಸದಸ್ಯನಾಗು
ಪುಟ ವಿಳಾಸವನ್ನು ಕ್ಲಿಪ್ ಬೋರ್ಡ್ ಗೆ ನಕಲಿಸಿ.
ಅರ್ಥ : ଯେଉଁ କନାକୁ କୌଣସି ବସ୍ତ୍ର ତଳେ ଲଗାଯାଏ
ಉದಾಹರಣೆ : ଏହି କୋଟ୍ରେ ଲାଗିଥିବା ଅସ୍ତର ଫାଟିଯାଇଛି
ಇತರ ಭಾಷೆಗಳಿಗೆ ಅನುವಾದ :हिन्दी English
वह कपड़ा जो किसी वस्त्र के नीचे लगा रहता है।
A piece of cloth that is used as the inside surface of a garment.
ಅರ್ಥ : ତଳ ରଙ୍ଗ ଉପରେ ପିଆଇ ଦିଆଯାଉଥିବା ରଙ୍ଗ
ಉದಾಹರಣೆ : ଅସ୍ତରକୁ ଏପରି ଲଗାଅ ଯେପରି ତଳ ରଙ୍ଗ ଲୁଚିଯିବ
ಇತರ ಭಾಷೆಗಳಿಗೆ ಅನುವಾದ :हिन्दी
नीचे के रंग के ऊपर चढ़ाया जाने वाला रंग।
ಅರ್ಥ : ପିନ୍ଧୁଥିବା ପୋଷାକ ତଳେ ଲଗାଯାଇଥିବା ଅସ୍ତର
ಉದಾಹರಣೆ : ଏହି ଫ୍ରକରେ ସୁତାର ଅସ୍ତର ଲଗାହୋଇଛି
पहनने के कपड़े के नीचे का अस्तर।
ಅರ್ಥ : ପଗଡ଼ି ତଳର କନା
ಉದಾಹರಣೆ : ଏହି ପଗଡ଼ିର ଅସ୍ତର ରେଶମୀ
पगड़ी के नीचे का कपड़ा।
ಸ್ಥಾಪನೆ