ಅರ್ಥ : କେଶବଙ୍କ ଅନୁଯାୟୀ ଗୋଟିଏ ଅର୍ଥାଳଙ୍କାର
ಉದಾಹರಣೆ :
ଅସୀମ ସାଧନରେ ହିଁ ସାଧକ ସିଦ୍ଧିର ଫଳ ଭୋଗ କରେ
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ଯାହାର ସୀମା ନାହିଁ
ಉದಾಹರಣೆ :
ସନ୍ଥ ଭଗବାନଙ୍କ ଅସୀମ ଲୀଳାର ଗୁଣଗାନ କରୁଛନ୍ତି ହରି ଅନନ୍ତ,ହରି କଥା ଅଶେଷ
ಸಮಾನಾರ್ಥಕ : ଅନନ୍ତ, ଅନାଦି, ଅପରିମେୟ, ଅପରିହିତ, ଅପାର, ଅମାପ, ଅମୀତ, ଅସୀମିତ, ସୀମାହୀନ
ಇತರ ಭಾಷೆಗಳಿಗೆ ಅನುವಾದ :
जिसकी सीमा न हो।
संतजी भगवान की असीम लीला का गुणगान कर रहे हैं।ಅರ್ಥ : ଖୁବ୍ ବେଶୀ
ಉದಾಹರಣೆ :
ସେଠ୍ ମୂରାଲୀଲାଲଙ୍କ ପାଖରେ ବହୁତ ଧନ ଅଛି ସେ ତୁମକୁ ଖୁବ୍ ଭଲ ପାଉଛି
ಸಮಾನಾರ್ಥಕ : ଅଗଣତି, ଅତ୍ୟଧିକ, ଖୁବ୍, ପ୍ରଚୁର, ବହୁତ, ବହୁତ ଅଧିକ, ବିପୁଳ
ಇತರ ಭಾಷೆಗಳಿಗೆ ಅನುವಾದ :
बहुत अधिक।
सेठ मुरालीलाल के पास अत्यधिक धन है।ಅರ್ಥ : ଯାହାର ଗଭୀରତା ବା ଗଭୀରତାର ଶେଷସ୍ତରର ପତ୍ତା ମିଳେ ନାହିଁ
ಉದಾಹರಣೆ :
ପଣ୍ଡିତ ସୁନୀଲଙ୍କର ଅଗାଧ ଜ୍ଞାନ
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ଯାହାର ମାପ ହୋଇପାରିବ ନାହିଁ ବା ଯାହା ମାପ କରାଯାଇପାରିବ ନାହିଁ
ಉದಾಹರಣೆ :
ସୃଷ୍ଟି ଅମାପ ସମ୍ପଦର ଖଣି
ಸಮಾನಾರ್ಥಕ : ଅପରିମିତ, ଅପର୍ଯ୍ୟାପ୍ତ, ଅମାପ
ಇತರ ಭಾಷೆಗಳಿಗೆ ಅನುವಾದ :
Impossible to measure.
Unmeasurable reaches of outer space.