ಅರ್ಥ : ଉଦାସ ହେବା ବା କୌଣସି କାମରେ ମନ ନଲାଗିବାର ଅବସ୍ଥା ବା ଭାବ
ಉದಾಹರಣೆ :
ସେ ଭାରି ଉଦାସ ଦେଖାଯାଉଛି
ಸಮಾನಾರ್ಥಕ : ଅନ୍ୟମନସ୍କତା, ଅପ୍ରସନ୍ନତା, ଉଦାସ, ଉଦାସତା, ଉଦାସୀନତା
ಇತರ ಭಾಷೆಗಳಿಗೆ ಅನುವಾದ :
उदास होने की अवस्था या भाव।
उसके चेहरे पर उदासी छायी हुई थी।ಅರ್ಥ : ତୃପ୍ତି ନହେବାର ଅବସ୍ଥା ବା ଭାବ
ಉದಾಹರಣೆ :
ଭଗବାନ ବୁଦ୍ଧଙ୍କୁ ମନର ଅତୃପ୍ତିକୁ ଦୂର କରିବାର ଉପାୟ ଆନନ୍ଦ ପଚାରିଲେ
ಸಮಾನಾರ್ಥಕ : ଅତୁଷ୍ଟି, ଅତୃପ୍ତି, ଅସନ୍ତୋଷ
ಇತರ ಭಾಷೆಗಳಿಗೆ ಅನುವಾದ :
The feeling of being displeased and discontent.
He was never slow to express his dissatisfaction with the service he received.