ಸದಸ್ಯನಾಗು
ಪುಟ ವಿಳಾಸವನ್ನು ಕ್ಲಿಪ್ ಬೋರ್ಡ್ ಗೆ ನಕಲಿಸಿ.
ಅರ್ಥ : ଆଫ୍ରିକା, ଏସିଆ ଆଦି ଦେଶଗୁଡିକର ଲୋକମାନେ(ଗୋରାମାନଙ୍କ ମତରେ)
ಉದಾಹರಣೆ : ପରିଶେଷରେ ଏହି ଅଶ୍ୱେତ ମାନଙ୍କ ଉପରେ ଚାଲିଥିବା ଅତ୍ୟାଚାର କେବେ ପର୍ଯ୍ୟନ୍ତ ଚାଲିଥିବ!
ಸಮಾನಾರ್ಥಕ : କଳାଲୋକ
ಇತರ ಭಾಷೆಗಳಿಗೆ ಅನುವಾದ :हिन्दी
अफ्रीका, एशिया आदि देशों का व्यक्ति (गोरों द्वारा माना हुआ)।
ಅರ್ಥ : ଯାହା ଶ୍ୱେତ ନୁହେଁ
ಉದಾಹರಣೆ : ବିଧବାମାନଙ୍କପାଇଁ ଅଶ୍ୱେତ ବସ୍ତ୍ର ବର୍ଜିତ ଥିଲା
ಸಮಾನಾರ್ಥಕ : ଅଶୁଭ୍ର, ଅସିତ
जो श्वेत न हो।
ಅರ್ಥ : କଜ୍ୱଳ ବା କୋଇଲା ରଙ୍ଗର
ಉದಾಹರಣೆ : ଏକଥା ଶୁଣିଲା ମାତ୍ରେ ସୋହନର ମୁହଁ କଳା ପଡ଼ିଗଲା
ಸಮಾನಾರ್ಥಕ : କଳା, କୃଷ୍ଣ, ଶ୍ୟାମ
काजल या कोयले के रंग का।
ಅರ್ಥ : ଯେଉଁ ବ୍ୟକ୍ତି ଶ୍ୱେତ ବା ଗୋରା ନୁହେଁ
ಉದಾಹರಣೆ : ଇଂରେଜମାନେ କଳାଲୋକଙ୍କ ଉପରେ ବହୁତ ଜୁଲୁମ୍ କରିଥିଲେ
ಸಮಾನಾರ್ಥಕ : କଳା, ଶ୍ୱେତହୀନ
जो श्वेत या गोरा न हो (व्यक्ति)।
ಸ್ಥಾಪನೆ